ଓଡିଶା

୭୨ଘଣ୍ଟା ମାଛଗଡ଼ ପଞ୍ଚାୟତ କୁ ସଟ ଡାଉନ

(ପାଟଣା/ବିଜୟ କାରୁଆ): ସାହାରପଡା ବ୍ଲକ ଅନ୍ତର୍ଗତ ଦୁଇଟି ପଞ୍ଚାୟତରେ ୧୯ ତାରିଖ ଦିନ ଦୁଇଟି ସଙ୍ଗରୋଧ କେନ୍ଦ୍ରରୁ ୩ଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହି ପରିପ୍ରେକ୍ଷିରେ ମାଛଗଡ଼ ପଂଚାୟତ ସଂଙ୍ଗରୋଧ କେନ୍ଦ୍ରରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସରପଞ୍ଚ ଈଶ୍ୱର ଚନ୍ଦ୍ର ନାଏକ ଶୁକ୍ରବାର ମଧ୍ୟରାତ୍ରୀ ରୁ ସୋମବାର ପର୍ୟ୍ୟନ୍ତ ୭୨ଘଣ୍ଟା ଯାଏ ସଟଡାଉନ ଘୋଷଣା କରିଛନ୍ତି। ଏଥି ସହିତ ସଙ୍ଗରୋଧ କେନ୍ଦ୍ରକୁ ସଂପୂର୍ଣ୍ଣ ବିଶୋଧନ କରାଯାଇ ଥିଲା ।

Related posts

ବହୁ ପ୍ରତୀକ୍ଷିତ ପ୍ରକଳ୍ପକୁ ବୁଧବାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ 

mahabharatanews

ଆସନ୍ତାକାଲି ବସିବ ରାଜ୍ୟ କ୍ୟାବିନେଟ ଓ ମନ୍ତ୍ରିପରିଷଦ ବୈଠକ 

mahabharatanews

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ 

mahabharatanews