ଓଡିଶା

୧ରୁ ୧୫ ଜୁଲାଇ ମଧ୍ୟରେ ହେବ ଦଶମ ଓ ଦ୍ୱାଦଶ ପରୀକ୍ଷା

(ମମତା ସାମଲ ): ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି । ଏହି ପରୀକ୍ଷା ୧ ଜୁଲାଇରୁ ୧୫ ଜୁଲାଇ ମଧ୍ୟରେ ହେବ । କେନ୍ଦ୍ରୀୟ ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ ଏନେଇ ଆଜି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସିବିଏସଇ ପରୀକ୍ଷାକୁ ନେଇ ବହୁଦିନରୁ କଳ୍ପନାଜଳ୍ପନା ଲାଗି ରହିଥିଲା । କରୋନା ମହାମାରୀ ଯୋଗୁଁ ସାରା ଦେଶରେ ଲକ୍-ଡାଉନ ଲାଗୁ ହୋଇଥିଲା, ଫଳରେ ଅଧାରୁ ପରୀକ୍ଷା ସ୍ଥଗିତ ହୋଇଥିଲା ।

Related posts

ଅଧିକ ବସ ଭଡା ଆଦାୟ କଲେ ହେବ କାର୍ଯ୍ୟାନୁଷ୍ଠାନ

mahabharatanews

କର୍ଣ୍ଣାଟକରୁ ଖସି ଆସିଲେ ୪୨ ନିର୍ଯାତିତ ଶ୍ରମିକ

mahabharatanews

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ବର୍ଷା

mahabharatanews