ଓଡିଶା

ଟିକଟକ ନୁହେଁ କ୍ୱାରେଣ୍ଟିଂନସେଣ୍ଟରରେ ଯୋଗ କରିବେପ୍ରବାସୀ, ବସି ନୁହେଁ ଖଟିକି ନେବେ ଟଙ୍କା

(ମମତା ସାମଲ ): ଗତ ସପ୍ତାହେ ହେବ ରାଜ୍ୟକୁ ଫେରୁଛନ୍ତି ପ୍ରବାସୀ ଓଡିଆ । ସମସ୍ତେ ସରକାରୀ ନିୟମ ମୁତାବକ କ୍ୱାରେଣ୍ଟିନ ହୋମରେ । ତଛଡା ହାଇକୋର୍ଟ ଦେଇଥିବା ରାୟ ଉପରେ ସୁପ୍ରିମକୋର୍ଟ ସ୍ତଗନାଦେଶ ଦେଇଥିବାରୁ ଆଗକୁ ବଢ଼ିବ ପ୍ରବାସୀଙ୍କ ଆଗମନ । ଏଭଳି ସ୍ଥତିରେ କ୍ୱାରେଣ୍ଟିଂନ ସେଣ୍ଟରରେ ଦିନ ଯାକ ବସି ବୋର ହେବା ଅପେକ୍ଷା ତାଙ୍କୁ କାମରେ ଲଗାଇବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ । ପ୍ରମାସୀ ଚାହିଁଲେ ନିଜ ପାଇଁ ରୋଷେଇକରିବା ସହ ,ସ୍କୁଲ ପଡିଆ ସମତୁଲ ,ଅଧୁରା କାମ ମରାମତି, ଓ ଗଛ ଲଗାଇବେ ।

ଏଥିପାଇଁ ଦୈନିକ ୧୫୦ ଟଙ୍କା ହିସାବରେ ସର୍ବାଧିକ ୧୦ ଦିନକୁ ୧୫୦୦ଟଙ୍କା ମିଳିବ । ତାଛଡା ସେଣ୍ଟରରେ ବ୍ୟାୟାମ ,ଯୋଗ କରିବା ସହ ବହି ପଢ଼ିବେ ଓ ଚିତ୍ର ଆଙ୍କିବେ । ଏଭଳି ନିର୍ଦ୍ଦେଶନାମା ଜାରୀ କରିଛନ୍ତି ସ୍ୱତନ୍ତ୍ର ରିଲିଫ କମିଶନର ।

Related posts

କରୋନା ରୋକିବା ଦିଗରେ ହିଞ୍ଜିଳିକାଟୁ ପ୍ରଶାସନ ତତ୍ପର

mahabharatanews

କୁକୁଡାଖଣ୍ଡି ବ୍ଳକ୍ ଦକ୍ଷିଣାଞ୍ଚଳ ଆରଡିସିଙ୍କ ସଂଘରୋଧ କେନ୍ଦ୍ର ପରିଦର୍ଶନ

mahabharatanews

ଶିମିଳିପାଳର ୩୫ ସ୍ଥାନରେ ଜଳୁଛି ନିଆଁ

mahabharatanews