Uncategorized

କେରଳରେ ଗୋଟିଏ ଦିନରେ ୧୨୭ କରୋନା ଚିହ୍ନଟ

ତିରୁଅନନ୍ତପୁରମ: ଆଜି ଗୋଟିଏ ଦିନରେ କେରଳରେ ସର୍ବାଧିକ ୧୨୭ କୋଭିଡ-୧୯ କେଶ ବଢିଯାଇଛି । ବର୍ତ୍ତମାନ ରାଜ୍ୟରେ ୧୪୫୦ ଆକ୍ଟିଭ କେଶ ଥିବା ସୂଚନା ଦେଇଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟାନ । ଆଜି ରାଜ୍ୟରେ ୧୧୧ଟି ହଟସ୍ପଟ ଚିହ୍ନଟ ହୋଇଥିବା ବେଳେ ୫୭ଟି ନେଗେଟିଭ କେଶ ରିପୋର୍ଟ ହୋଇଛି ।
ସୂଚନାଯୋଗ୍ୟ,ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧୪,୫୧୬ ମାମଲା ସାମ୍ନାକୁ ଆସିବା ପରେ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ୯୫ ହଜାର ହୋଇଛି । ସେହିପରି ୩୭୫ ଜଣଙ୍କ ଗୋଟିଏ ଦିନରେ ମୃତ୍ୟୁ ହେବା ପରେ ଦେଶରେ କରୋନା ଜନିତ ମୃତ୍ୟୁସଂଖ୍ୟା ୧୨,୯୪୮ ଛୁଇଁଛି ।

Related posts

ପ୍ରାଣବଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

mahabharatanews

୬ ବର୍ଷରେ ୨୮୩୮ ପାକିସ୍ତାନୀଙ୍କୁ ମିଳିଛି ଭାରତୀୟ ନାଗରିକତା

mahabharatanews

ପ୍ରଥମ ଦିନରେ ଗୃହ ୨ଟା ପର୍ଯ୍ୟନ୍ତ ମୁଲତବୀ

mahabharatanews