ଭାରତ

ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟିତ

(ଦିଲ୍ଲୀ) : ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦଘାଟିତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳର ତିରୁଅନନ୍ତପୁରମ୍‌ଠାରେ ବିକ୍ରମ ସରାଭାଇ ସ୍ପେସ ସେଣ୍ଟର (ଭିଏସ୍ଏସ୍‌ସି) ପରିଦର୍ଶନ କରି ପ୍ରାୟ ୧୮୦୦ କୋଟି ଟଙ୍କାର ତିନୋଟି ଗୁରୁତ୍ୱପୂର୍ଣ୍ଣ ମହାକାଶ ଭିତ୍ତିଭୂମି ପ୍ରକଳ୍ପର ଉଦ୍‌ଘାଟନ କରିଛନ୍ତି।

ସୂଚନାନୁଯାୟୀ , ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଭାରତ ପାଇଁ ଏପରି ଏକ ଅବସର ଆସିଛି ଯେତେବେଳେ ବର୍ତ୍ତମାନର ପିଢ଼ି ସ୍ଥଳ, ବାୟୁ, ଜଳ ଏବଂ ମହାକାଶରେ ରାଷ୍ଟ୍ରର ଐତିହାସିକ ସଫଳତା ପାଇଁ ଗର୍ବ କରିପାରିବେ। ଆଜି ଶିବ-ଶକ୍ତି ପଏଣ୍ଟ ସମଗ୍ର ବିଶ୍ୱକୁ ଭାରତୀୟ ଦକ୍ଷତା ସହିତ ପରିଚିତ କରୁଛି ବୋଲି ସେ କହିଛନ୍ତି। ମହାକାଶଚାରୀ ଭାବେ ମନୋନୀତ ୪ ଜଣ ଗଗନଯାନ ଯାତ୍ରୀଙ୍କ ପରିଚୟ ଏକ ଐତିହାସିକ ଅବସର ବୋଲି ସେ କହିଛନ୍ତି।

Related posts

କମିଲା ଫିଲ୍ମ ‘ଯବାନ’କ୍ରେଜ୍

mahabharatanews

ସବୁ ରାଜ୍ୟକୁ କେନ୍ଦ୍ରର ଚିଠି

mahabharatanews

ଦିଗପହଣ୍ଡି ଦୁର୍ଘଟଣା: ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

mahabharatanews