ଶିକ୍ଷା

ୟୁଟ୍ୟୁବରେ ପଢିବେ +୨ ପିଲା

ଭୁବନେଶ୍ୱର : ଜୁମ ଏବଂ ଗୁଗଲ ମିଟ ପରି କିଛି ଆପ ପରେ ଏବେ ସବୁଠାରୁ ଲୋକପ୍ରିୟ ଆପ ୟୁଟ୍ୟୁବରେ ହେବ ଅନଲାଇନ କ୍ଲାସ । ଏଣିକି ୟୁଟ୍ୟୁବରେ ପ।।ଠ ପଢିବେ ଯୁକ୍ତ ୨ ର ଛାତ୍ରଛାତ୍ରୀ । ଏକାଦଶ ଏବଂ ଦ୍ୱାଦଶ ଛାତ୍ରଛାତ୍ରୀମାନଙ୍କୁ ୟୁଟ୍ୟୁବ ମାଧ୍ୟମରେ ଶିକ୍ଷା ପ୍ରଦାନ କରାଯିବ । ପ୍ରଥମରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କ କ୍ଷେତ୍ରରେ ୟୁଟ୍ୟୁବ ଶିକ୍ଷାଦାନ ସଫଳତା ହାସଲ କରିବା ପରେ ଏବେ ଯୁକ୍ତ ୨ ପିଲାଙ୍କୁ ୟୁଟ୍ୟୁବରେ ପାଠପଡାଇବା ପାଇଁ ନିଷ୍ପତ୍ତି ନେଉଛି ଗଣଶିକ୍ଷା ବିଭାଗ ।
କେରୋନା ମହାମାରୀ ପାଇଁ କ୍ଲାସ କରିପାରୁନଥିବା ପିଲାମାନେ ଘରେ ରହି ୟୁଟ୍ୟୁବ ଦ୍ୱାରା ସମସ୍ତ ସିଲାବସ ପଢିପାରିବେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଅଧିକ ଉପକୃତ ହୋଇପାରିବେ ବୋଲି ପ୍ରକାଶ ମରିଛନ୍ତି ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀର ରଞ୍ଜନ ଦାସ

Related posts

ମାଟ୍ରିକ୍ ରେଜଲ୍ଟ ମେ ୧୮ରେ

mahabharatanews

ବଡ ପଦବୀରେ କିସ ଛାତ୍ର

mahabharatanews

ଅନୁଷ୍ଠିତ ହେଲା ଅଦ୍ବିକା ଜୀବନ ଶୈଳୀ ଶିକ୍ଷା ତାଲିମ ଶିବିର

mahabharatanews