ଓଡିଶାଶିକ୍ଷା

ଆସ୍ପାୟାନ ପକ୍ଷରୁ ଶିଶୁ ଅଧିକାର ସୁରକ୍ଷା ଅଭିଯାନ ଯାତ୍ରା

କେନ୍ଦୁଝର/ପରେଶ କୁମାର ସେଠୀ : ବିଶ୍ଵ ଶିଶୁ ଦିବସ ଅବସରରେ କେନ୍ଦୁଝର ଜିଲ୍ଲାର ଅଗ୍ରଣୀ ସ୍ଵେଚ୍ଛାସେବୀ ଅନୁଷ୍ଠାନ ଆସ୍ପାୟାର ପକ୍ଷରୁ ହରିଚନ୍ଦନପୁର ବ୍ଲକର ୧୩ଟି ପଞ୍ଚାୟତରେ ଶିଶୁ ଅଧିକାର ସୁରକ୍ଷା ମହାଅଭିଯାନ ଯାତ୍ରା ଅନୁଷ୍ଠିତ ହୋଇଛି । ୧୪ ନଭେମ୍ବର ଠାରୁ ୨୦ ପର୍ଯ୍ୟନ୍ତ ଏକ ସପ୍ତାହ ଧରି ଚାଲିଥିବା ଅଭିଯାନରେ ରବିବାର ଦିନ ବୁଢ଼ାଖମଣ ଗ୍ରାମ ପଞ୍ଚାୟତ ହଳଦିଆପଦା ଗ୍ରାମରେ ଛାତ୍ରଛାତ୍ରୀ ଓ ଅଭିଭାବକ ବିଶାଳ ସମାରୋହରେ ଯୋଗଦେଇ ମୁଣ୍ଡରେ ମୁକୁଟ ପିନ୍ଧି ପଦଯାତ୍ରା ରାଲିରେ ସାମିଲ ହୋଇ ଶିଶୁ ଅଧିକାର ,ଶିକ୍ଷା ଅଧିକାର , ଶିଶୁ ଅଧିକାର,ଶିଶୁ ଶ୍ରମିକ ମୁକ୍ତ ଓ ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ଗଠନ ପ୍ରସଙ୍ଗରେ ବିଭିନ୍ନ ପ୍ଲାଏ କାର୍ଡ ଧରି ସ୍ଲୋଗାନ ଦେଇ ଗାଁ ବୁଲି ସଚେତନ କରାଇଥିଲେ ।

Related posts

ଧାମନଗର ଉପନିର୍ବାଚନ ପାଇଁ ବିଜେପି ସମ୍ପୂର୍ଣ୍ଣ ପ୍ରସ୍ତୁତ: ଜୟନାରାୟଣ ମିଶ୍ର

mahabharatanews

ଦ୍ୱିତୀୟ ଦିନରେ ସାନଛତା ମଠ ଉଚ୍ଛେଦ

mahabharatanews

ଆଜି ମଧ୍ୟ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ: କ୍ୱାରେଣ୍ଟାଇନ ସେଣ୍ଟରରୁ ୧୦୦୨, ସ୍ଥାନୀୟ ସଂକ୍ରମିତ ୫୦୧

mahabharatanews