ଭାରତ

‘ଦିଲ୍ଲୀ ହସ୍ପିଟାଲ୍‌ରେ ଅଚାନକ ଅଗ୍ନିକାଣ୍ଡ; ୨୦ ଶିଶୁ ସୁରକ୍ଷିତ

(ଦିଲ୍ଲୀ) : ହସ୍ପିଟାଲରେ ଅଚାନକ ନିଆଁ ।  ଶୁକ୍ରବାର ରାତିରେ ପଶ୍ଚିମ ଦିଲ୍ଲୀ ଅନ୍ତର୍ଗତ ଜନକପୁରୀ ଅଞ୍ଚଳରେ ନିଆଁ ଲାଗିଯାଇଥିବା ଏକ ହସ୍ପିଟାଲ୍‌ରୁ ଦିଲ୍ଲୀ ଅଗ୍ନିଶମ ସେବା ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଛି।

ସୂଚନାନୁଯାୟୀ ,  ବୈଶାଳୀ କଲୋନିରେ ଥିବା ଏକ ନବଜାତ ଶିଶୁ ଡାକ୍ତରଖାନାରେ ନିଆଁ ଲାଗିଯାଇଥିଲା। ହସ୍ପିଟାଲ୍‌ରେ ନିଆଁ ଲାଗିଛି ରାତି ୧.୩୫ ଲାଗିଥିଲା । ତେବେ ପ୍ରଥମେ ୪ଟି ଦମକଳ ଘଟଣାସ୍ଥଳରେ ପହଞ୍ଚି ୨୦ଜଣ ନବଜାତ ଶିଶୁଙ୍କୁ ଉଦ୍ଧାର କରିଥିଲେ । ହସ୍ପିଟାଲ୍‌ର ମାତ୍ର ଗୋଟିଏ ଫ୍ଲୋର୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନାହାନ୍ତି, କିନ୍ତୁ ଡାକ୍ତରଖାନାର ‘ବେସ୍‌ମେଣ୍ଟ୍‌’ରେ ଥିବା କିଛି ଆସବାବ୍‌ପତ୍ର ପୋଡ଼ିଯାଇଛି

 

 

Related posts

ଦେଶରେ କରୋନା ସଂକ୍ରମଣ ବଢିଚାଲିଛି;୨୪ ଘଣ୍ଟାରେ ୧୦,୧୫୮ ନୂଆ ସଂକ୍ରମିତ ଚିହ୍ନଟ

mahabharatanews

ସୁଧା ମୂର୍ତ୍ତିଙ୍କୁ ରାଜ୍ୟସଭାକୁ ମନୋନୀତ 

mahabharatanews

ଭୋଟ ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

mahabharatanews