ଓଡିଶା

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ଗଛ

(ଭୁବନେଶ୍ୱର) : ରାଜଧାନୀରେ କାଳବୈଶାଖୀ ତାଣ୍ଡବ ରଚିଛି । ଅପରାହ୍ଣରେ ରାଜଧାନୀ ଭୁବନେଶ୍ୱର ସହ ଖୋର୍ଦ୍ଧା, କଟକ ଏବଂ ଜଗତସିଂହପୁର ଜିଲ୍ଲାରେ କାଳବୈଶାଖୀ ବର୍ଷା ହୋଇଛି । ଦିନ ବେଳା ଅସହ୍ୟ ଗରମ ଓ ଗୁଳୁଗୁଳିରେ ପରେ ଅପରାହ୍ଣରେ ଏହି କାଳବୈଶାଖୀ ବର୍ଷା ଟିକେ ଆଶ୍ୱସ୍ତି ଆଣି ଦେଇଛି ।

ଭୁବନେଶ୍ବରରେ ପ୍ରବଳ ଘଡ଼ଘଡ଼ି ସହ କିଛି ପରିମାଣରେ ବର୍ଷା ହୋଇଛି। ଏହି ବର୍ଷା ସମୟରେ ବିଭିନ୍ନ ସ୍ଥାନରେ ଧୂଳିଝଡ଼ ମଧ୍ୟ ଦେଖିବାକୁ ମିଳିଛି। । ପ୍ରଥମେ ପବନ ଧୂଳି ଝଡ଼ ଓ ପରେ ପରେ ଭୀଷଣ ବର୍ଷା। ଧୂଳି ଝଡ଼ ପରେ ପରେ ପ୍ରବଳ ବର୍ଷା ଆରମ୍ଭ ହୋଇଛି । ଅନେକ ସ୍ଥାନରେ ଗଛ ଡାଳି ଭାଙ୍ଗି ଯାଇଥିବା ସୂଚନା ମିଳିଛି ।

 

Related posts

ଆଉ ୪ ପଜିଟିଭ ପରେ ସଂକ୍ରମିତଙ୍କ ସଂଖ୍ୟା ୪୮

mahabharatanews

ମୁଣ୍ଡଳୀରେ କମୁଛି ଜଳସ୍ତର

mahabharatanews

ୟୁକ୍ରେନ୍ ଫେରନ୍ତା ଓଡିଆ ଛାତ୍ରଛାତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ

mahabharatanews