ଓଡିଶା

ଭୁବନେଶ୍ବର ମହାନଗର ନିଗମରେ ୨୨ ସଂକ୍ରମିତ

ଭୁବନେଶ୍ୱର: ଭୁବନେଶ୍ବର ମହାନଗର ନିଗମ (ବିଏମସି) ମୁଖ୍ୟ କାର୍ୟ୍ୟାଳୟରେ କରୋନା ଚିହ୍ନଟ । ଗୋଟିଏ ଦିନରେ ୨୨ ସଂକ୍ରମିତ ଚିହ୍ନଟ । ଗତକାଲି ଏମାନଙ୍କ ନମୁନା ଷ୍ଟେ ପାଇଁ ଯାଇଥିବା ବେଳେ ୨୨ ଜରଙ୍କ ଷ୍ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି । ଏହା ପରେ ଅନ୍ୟମାନଙ୍କ ସାମ୍ପୂଲ କଲେକ୍ସନ କରାଯାଇ ଟେଷ୍ଟ ପାଇଁ ପଠାଯିବ । ବିଏମସିରେ କରୋନା ଚିହ୍ନଯ ହେବା ପରେ ବିଏମସି କାର୍ଯ୍ୟାଳୟକୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି ।
ଅନ୍ୟପଟେ ରାଜ୍ୟରେ ଗୋଟିଏ ଦିନରେ ୧୦ହଜାର ଟପିଲା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୦୦୫୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୫୮୩୩, ସ୍ଥାନୀୟ ସଂକ୍ରମଣ ୪୨୨୬ ଚହ୍ନଟ ହୋଇଛନ୍ତି । ୧୮ ବର୍ଷ ବୟସ ବର୍ଗର ୮୭୨ ଚିହ୍ନଟ ହୋଇଥିବ।। ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୩୧୮୮ ଚିହ୍ନଟ ହୋଇଛନ୍ତି ଓ ମୋଟ ସଂକ୍ରମଣ ୧୧୦୧୬୦୬ରେ ପହଞ୍ଚିଲାଣି ।

 

Related posts

ଚାଲିଛି ଦ୍ବିତୀୟ ପର୍ଯ୍ୟାୟ ମତଦାନ

mahabharatanews

ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି, ଆସନ୍ତାକାଲି ଯାଏଁ ବର୍ଷା ସମ୍ଭାବନା

mahabharatanews

ବଗଲା ଧର୍ମଶାଳା ଜମି ବିକ୍ରୀ ପ୍ରତିବାଦରେ ପୁରୀ ବିଜେପିର ଧାରଣା

mahabharatanews