ଭୁବନେଶ୍ୱର: ଆଜି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୯୮ ନୂତନ କରୋନା ବାହାରି ଛନ୍ତି । ଏହି ସଂଖ୍ୟା ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୬୭୫ ଥିବା ବେଳେ ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ୧୦୨୩ ରହିଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୧୬୪୧ ସୁସ୍ଥ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୨୭୧୮ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୪୮୫୭୬ ସୁସ୍ଥ ହୋଇଛନ୍ତି ଓ ୨୩୬୯୯ ଜଣ ବର୍ତ୍ତମାନ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ଅଛନ୍ତି । ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଆଜି ଖୋର୍ଦ୍ଧାରୁ ୪୭୫ ଚିହ୍ନଟ ହୋଇଥିବା ବେଳେ ଗଞ୍ଜାମରୁ ୧୬୨ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୦୭ ଜଣ ଚିହ୍ନଟ ହୋଇଛନ୍ତି ।
6. Boudh: 11
7. Cuttack: 207
8. Deogarh: 2
9. Dhenkanal: 27
10. Gajapati: 58
11. Ganjam: 162
12. Jagatsinghpur: 21
13. Jajpur: 80
14. Jharsuguda: 72
15. Kalahandi: 49
16. Kandhamal: 81
17. Kendrapada: 89
18. Keonjhar: 21
19. Khurda: 475
20. Koraput: 146
21. Malkangiri: 81— I & PR Department, Odisha (@IPR_Odisha) August 21, 2020
22. Mayurbhanj: 128
23. Nawarangpur: 91
24. Nayagarh: 94
25. Nuapada: 3
26. Puri: 87
27. Rayagada: 154
28. Sambalpur: 78
29. Sonepur: 31
30. Sundargarh: 103New Recoveries: 1641
Cumulative Tested: 11, 72, 426
Positive: 72718
Recovered: 48576
Active Cases: 23699— I & PR Department, Odisha (@IPR_Odisha) August 21, 2020