Uncategorized

ସି-୧୩୦ ବିମାନ ଦୁର୍ଘଟଣା: ୩ ପାଇଲଟଙ୍କ ମୃତ୍ୟୁ

ନ୍ୟୁସାଉଥ ୱେଲ୍ସ: ଯୁକ୍ତରାଷ୍ଟ୍ରର ୩ ଫାୟାର ଫ୍ଲାଇଟରଙ୍କର ସ-୧୩୦ ବିମାନ ଦୁର୍ଘଟଣ।।ରେ ଅଷ୍ଟ୍ରେଲିଆର ନ୍ୟୁସାଉଥ ୱେଲ୍ସରେ ମୃତ୍ୟୁ ହୋଇଥିବା ଗୁରୁବାର ଦିନ ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି ।
ବିମାନ ଦୁର୍ଘଟଣାର କାରଣ ଏଯାବତ୍ ଜଣାପଡି ନାହିଁ କି ଏଥିରେ ମୃତ୍ୟୁବରଣ କରିଥିବା ମୃତକଙ୍କ ଚିହ୍ନଟ ହୋଇ ପାରି ନାହିଁ ବୋଲି ସ୍ଥାନୀୟ ଅଧିକାରୀ ସାନ ଫିଜିମୋନ କହିଛନ୍ତି । ଅଷ୍ଟ୍ରେଲୀୟ କର୍ତ୍ତୃପକ୍ଷ ଏହି ଫାୟାର ଫ୍ଲାଇଟ ପ୍ଲେନ ସହ ଅଷ୍ଟ୍ରେଲିଆର ଦକ୍ଷିଣପୂର୍ବାଞ୍ଚଳରେ ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ବୋଲି ସ୍ଥାନୀୟ ଫାୟାର ସେବା ସଂସ୍ଥା ପକ୍ଷରୁ କୁହାଯାଇଛି ।
ସୂଚନାଯୋଗ୍ୟ, ବର୍ତ୍ତମାନ ଅଷ୍ଟ୍ରେଲିଆ ଜଙ୍ଗଲ ନିଆଁରେ ନୟାନ୍ତ ହୋଇଛି । ଅନେକ ବିମାନ ଏହି ନିଆଁରେ ଜଳିଗଲାଣି ।

Related posts

ବିହାର ସରକାରଙ୍କ ବଡ ଘୋଷଣା: ଲାଞ୍ଚଖୋରଙ୍କୁ ଧରାଇଲେ ମିଳିବ ୫୦ ହଜାର ଟଙ୍କା

mahabharatanews

୩୧ ଯାଏଁ ସମସ୍ତ ଟ୍ରେନ ବାତିଲ

mahabharatanews

ସର୍ଦ୍ଦାର ପଟେଲ ଜାତୀୟ ଏକତା ପୁରସ୍କାର ପାଇଁ ନାମାଙ୍କନ ଆରମ୍ଭ

mahabharatanews