Uncategorized

 ମହରମ୍‌ ଶୋଭାଯାତ୍ରା: ବିଜୁଳି ଆଘାତରେ ୪ ମୃତ 

(ଝାଡ଼ଖଣ୍ଡ) : ଆଜି ପୁରା ଦେଶରେ ମହରମ୍‌  ପାଳୁଥିବା ବେଳେ ଆଜି ଝାଡ଼ଖଣ୍ଡର ବୋକାରୋରେ ଆସିଛି ଏକ ଦୁଖଦଃ ଖବର । ଆୟୋଜିତ ମହରମ୍‌ ଶୋଭାଯାତ୍ରା ସମୟରେ ବିଜୁଳି ଆଘାତ ଯୋଗୁଁ ୪ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ବ‌େଳେ ୧୩ଜଣ ଆହତ ହୋଇଥିବା କଥା ପୁଲିସ କହିଛି।

ସୂଚନାନୁଯାୟୀ , ରାଜ୍ୟ ରାଜଧାନୀ ରାଞ୍ଚିଠାରୁ ପ୍ରାୟ ୮୦ କିଲୋମିଟର୍‌ ଦୂର ପେତାରୱାର୍‌ ଥାନା ଅନ୍ତର୍ଗତ ଖେତ୍‌କୋ ଗ୍ରାମରେ ସକାଳ ୬ଟା ବେଳେ ଉକ୍ତ ଅଘଟଣ ଘଟିଛି। ଶୋଭାଯାତ୍ରାରେ ନିଆଯାଉଥିବା ‘ତାଜିଆ’ଟି ଉପରେ ଟଣାଯାଇଥିବା ୧୧,୦୦୦ ‘ହାଇଭୋଲ୍‌ଟେଜ୍‌’ ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସିବାରୁ ବିସ୍ଫୋରଣ ଘଟି ଉପରୋକ୍ତ ଅଘଟଣ ଘଟିଲା ବୋଲି ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି।

Related posts

ଗୌରୀ ଲଙ୍କେଶ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଋଷିକେଶ ଗିରଫ

mahabharatanews

ଏମିତି ସହର, ଯେଉଁଠି ୫ଦିନ ଡ୍ରେସ ଧୋଇବା ମନା

mahabharatanews

ଅବନ୍ତୀପୁରାରେ ଏନକାଉଣ୍ଟର: ୩ ଆତଙ୍କୀ ନିହତ

mahabharatanews