ଅପରାଧ

ସାଢେ ଚାରି କେଜିର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଆଜି ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ମିଳିଛି ଏକ ବଡ ସଫଳତା । ୪ କେଜି ୪୮୬ ଗ୍ରାମର ବ୍ରାଉନ ସୁଗାର ସହ ଏକ ବଲେରୋ ଗାଡିକୁ ଏସଟିଏଫ ଭୁବନେଶ୍ୱରର ରସୁଲଗଡ ଅଞ୍ଚଳରୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର, ନୀଳଗିରି ଅଞ୍ଚଳର ଦେବାଶିଷ ବେହେରା, ବାଲେଶ୍ୱର ଟାଉନ ଗୋପଳଗାଁର ସେକ କୌଶର ଅଲି ଓ ପ୍ରବିର ସିଂହ ।

Related posts

ପ୍ରଥମେ ଶାରୀରିକ ସମ୍ପର୍କ , ତାପରେ ବ୍ଲାକମେଲିଂ

mahabharatanews

ଅବକାରୀ ବିଭାଗର ଚଢାଉ

mahabharatanews

ବଜ୍ରକାପ୍ତା ଚାଲାଣ ବେଳେ ଧରାପଡିଲା ବ୍ୟବସାୟୀ

mahabharatanews