ଅପରାଧ

ସାଢେ ଚାରି କେଜିର ବ୍ରାଉନ ସୁଗାର ଜବତ

ଭୁବନେଶ୍ୱର: ଆଜି ଓଡିଶା ପୋଲିସର ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ)କୁ ମିଳିଛି ଏକ ବଡ ସଫଳତା । ୪ କେଜି ୪୮୬ ଗ୍ରାମର ବ୍ରାଉନ ସୁଗାର ସହ ଏକ ବଲେରୋ ଗାଡିକୁ ଏସଟିଏଫ ଭୁବନେଶ୍ୱରର ରସୁଲଗଡ ଅଞ୍ଚଳରୁ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବାଲେଶ୍ୱର, ନୀଳଗିରି ଅଞ୍ଚଳର ଦେବାଶିଷ ବେହେରା, ବାଲେଶ୍ୱର ଟାଉନ ଗୋପଳଗାଁର ସେକ କୌଶର ଅଲି ଓ ପ୍ରବିର ସିଂହ ।

Related posts

ନିଜକୁ ଗୁଳି କରିଲେ CRPF ଅଫିସର

mahabharatanews

କଖାରୁ ବୋଝେଇ କ୍ୟାଣ୍ଟରରୁ ଗଞ୍ଜେଇ ଜବତ

mahabharatanews

ଧରା ପଡିଲା IPL ବେଟିଂ

mahabharatanews