Uncategorized

ଚକାଫାଟି ଓଲଟିଲା ବସ୍, ୪୦ ଆହତ, ୧୫ ଗୁରୁତର

କନ୍ଧମାଳ : କୋଟଗଡ ବ୍ଲକ ପଣ୍ଡାଇର୍ପି ମୁଣ୍ଡାସାହିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ ଓଲଟି ୪୦ ଯାତ୍ରୀ ଆହତ, ୧୫ ଗୁରୁତର । ସୂଚନା ଅନୂଯାଇ କୋଟଗଡ ବ୍ଲକ ପଣ୍ଡାଇର୍ପି ନିକଟରେ ବସର ଚକାଟି ପମଚର ହୋଇଥିଲା । ଚକାଟି ଫାଟିଯିବାରୁ ରାସ୍ତାରେ ଏକ ଗଛରେ ପିଟି ହୋଇ ଓଲଟି ପଡିଥିଲା । ଆହତ ହୋଇଥିବା ୪୦ ଯାତ୍ରୀଙ୍କୁ କୋଟଗଡ଼ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଆହତଙ୍କ ମଧ୍ୟରୁ ୧୫ ଜଣ ଗୁରୁତର ଅଛନ୍ତି ।

Related posts

ଅମ୍ଫାନ କ୍ଷୟକ୍ଷତି: ପଶ୍ଚିମ ବଙ୍ଗକୁ ୧ ହଜାର କୋଟି ସହାୟତା

mahabharatanews

ମହାଭିଯୋଗ ଉପରେ ଟ୍ରମ୍ପଙ୍କ ଜବାବ

mahabharatanews

ଗ୍ରୁପ୍ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କୁ ସ୍ପେସ୍ ଷ୍ଟେସନ ପଠାଇବ ନାସା

mahabharatanews