ମନୋରଞ୍ଜନ

ପୁଣି ଚର୍ଚ୍ଚାରେ ଆଶିଷ ବିଦ୍ୟାର୍ଥୀ ଓ ତାଙ୍କ ଦ୍ଵିତୀୟ ପତ୍ନୀ

 (ମୁମ୍ବାଇ):  ଅଭିନେତା ଆଶିଷ ବିଦ୍ୟାର୍ଥୀ ଦ୍ଵିତୀୟ ଥର ବିବାହ କରି ଚର୍ଚାକୁ ଆସିଥିଲେ । ସେ ଆସାମର ରୁପାଲି ବରୁଆଙ୍କ  ସହ ମେ ୨୫ ତାରିଖ ଦିନ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ୬୦ ବର୍ଷ ବୟସରେ ବିବାହ କରିଥିବାରୁ ଆଶିଷଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଟ୍ରୋଲ୍‌ ଆରମ୍ଭ ହୋଇ ଯାଇଥିଲା। ଏବେ ବିବାହର ଦୁଇ ମାସ ପରେ ଆଶିଷଙ୍କର ତାଙ୍କ ପତ୍ନୀଙ୍କ ସହ ଫଟୋ ଭାଇରାଲ୍‌ ହୋଇଛି।

ଆଶିଷ ଫଟୋ କ୍ୟାପ୍‌ସନ୍‌ରେ ଲେଖିଛନ୍ତି,‘ନିଜର ଦୁଇ ମଜାଦାର୍‌ ସାକ୍ଷାତ୍‌କାରେ ଆମେ ଜୀବନ ବିଷୟରେ କଥା ‌ହେଲୁ, କାମ ଏବଂ ସମ୍ଭାବନା ବିଷୟରେ କଥା ହେଲୁ।’ସେ କହିଥିଲେ, ‘ମୋ ଜୀବନର ଏହି ପର୍ଯ୍ୟାୟରେ ରୁପାଲିଙ୍କୁ ବିବାହ କରିବା ଏକ ଅସାଧାରଣ ଅନୁଭବ।

Related posts

 ଗାୟିକା ବିଜୟ ଲକ୍ଷ୍ମୀଙ୍କ ମୃତଦେହ ଉଦ୍ଧାର 

mahabharatanews

୧୧ରେ ମୁକ୍ତିଲାଭ କରିବ ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ଓଏମଜି-୨

mahabharatanews

୪୫୦ କୋଟି ଆୟ ଅତିକ୍ରମ କଲା ଚଳଚ୍ଚିତ୍ର ‘ଗଦର-୨ ‘

mahabharatanews