ଭାରତ

ଆସୁଛନ୍ତି ରାଷ୍ଟ୍ରପତି, ବ୍ୟବସ୍ଥାର ଅନୁଧ୍ୟାନ କଲେ ୫ଟି ସଚିବ

(ପୁରୀ) : ଅପରାହ୍ନ ୩ଟା୨୫ମିନିଟରେ ରାଷ୍ଟ୍ରପତି ତାଳବଣିଆ ହେଲିପ୍ୟାଡ୍‌ରେ ହେଲିକପ୍ଟର ଯୋଗେ ଅବତରଣ କରିବେ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ପୁରୀ ଗସ୍ତରେ ଆସୁଛନ୍ତି । ଅପରାହ୍ନ ୫ଟାରେ ସେ ଶ୍ରୀମନ୍ଦିର ଦର୍ଶନକୁ ଆସିବେ । ସିଂହଦ୍ୱାରଠାରେ ତାଙ୍କୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ସ୍ୱାଗତ କରିବେ ।

ସୂଚନାନୁଯାୟୀ , ଏହି ସମୟରେ କୋଭିଡ୍‌ କଟକଣା ଅନୁପାଳନ କରାଯିବ । ତେବେ ମହାମହିମଙ୍କ ପୁରୀ ଗସ୍ତ ପୂର୍ବରୁ ଶନିବାର ସକାଳ ୭ଟା ସମୟରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ ସପରିବାର ସହ ଶ୍ରୀମନ୍ଦିରରେ ଯାଇ ମହାପ୍ରଭୁଙ୍କ ଦର୍ଶନ ସହ ରାଷ୍ଟ୍ରପତିଙ୍କ ଗସ୍ତ ନେଇ ସମସ୍ତ ବ୍ୟବସ୍ଥା ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି।

Related posts

ବାଂଲାଦେଶର ଟ୍ରେନରେ ଅଗ୍ନିକାଣ୍ଡ, ୪ ମୃତ

mahabharatanews

୧୦ଟି ରାଜ୍ୟରେ ନୂଆ ଭାରିଆଣ୍ଟ ବିଏ.୨.୭୫ ଠାବ

mahabharatanews

ଆପ୍ ସାଂସଦ ସଞ୍ଜୟ ସିଂହଙ୍କୁ ଉଠାଇ ନେଲା ଇଡି

mahabharatanews