ଓଡିଶା

ଲକ୍ଷ୍ମୀମନ୍ଦିରରେ ଭକ୍ତଙ୍କ ଭିଡ଼

(ଚିତ୍ତରଞ୍ଜନ ସାହୁ/ମହାଭାରତ) ବରଗଡ: ବରଗଡ ଜିଲ୍ଲା ବରପାଲି ଶାନ୍ତି ଲକ୍ଷ୍ମୀ ମନ୍ଦିର ଠାରେ ମାର୍ଗସିର ମାସ ପଞ୍ଚମ ଗୁରୁବାର ଦିନ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା। ଏହି ଦିନ ମାଁ ଙ୍କ ଦର୍ଶନ କଲେ ଧନ ବୃଦ୍ଧି ହେବା ସାଙ୍ଗକୁ ପରିବାର ଶାନ୍ତିରହେ ବୋଲି ଭକ୍ତ ମାନଙ୍କ ବିଶ୍ୱାସ । ମାଁଙ୍କର ସକାଳ ଭୋରରୁ ସକାଳ ଆରତୀ ହେଲା ପରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି।ଏହି ମନ୍ଦିର ପ୍ରଥମେ ରେଲୱେ ଷ୍ଟେସନ ଛକର ଦୁର୍ଗା ଅଗ୍ରୱାଲ ନାମକ ଜଣେ ବ୍ୟବସାୟ ପ୍ରଥମେ ମନ୍ଦିର ତିଆରି ଆରମ୍ଭ କରିଥିଲେ।

Related posts

କରୋନା ଆକ୍ରାନ୍ତଙ୍କ ପରିଚୟ ସାର୍ବଜନୀନ ନ କରିବାକୁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

mahabharatanews

ରନ୍ଧନ ଗ୍ୟାସ୍ ର ଉପଲବଧତା ନେଇ ଆଭାସୀ ବୈଠକ

mahabharatanews

ଦୀର୍ଘ ୯ମାସ ପରେ ଖୋଲିଲା ଶ୍ରୀମନ୍ଦିର

mahabharatanews