ଓଡିଶା

ହାତୀର ମୃତ ଦେହ ଉଦ୍ଧାର

(ମହାଭାରତ): ଆଜି ସକାଳେ ଗଞ୍ଜାମ ଜିଲ୍ଲାର ଉତ୍ତର ଘୁମସର ବନଖଣ୍ଡ ତାରା ସିଂ ବନାଞ୍ଚଳ ଗୟାଗଣ୍ଡା ସେକସନର କଳିଙ୍ଗପଦର ନିକଟରେ କେନାଲ ବନ୍ଧରୁ ରେ ଏକ ମାଈ ହାତୀକୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଉକ୍ତ ହାତୀର ଶରୀରରେ ଅନେକ କ୍ଷତ ଥିବା ଦେଖିବାକୁ ମିଳିଛି।

ଖବର ପାଇ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ମାଈ ହାତୀ ସଂପର୍କରେ ତଦନ୍ତ ଆରମ୍ଭ କରିଛନ୍ତି। ଏକ ଦନ୍ତା ହାତୀ ସହ ସଂଘର୍ଷ କରିବାପରେ ମାଈ ହାତୀର ମୃତ୍ୟୁ ହୋଇଥିବାର ବନ ବିଭାଗର କର୍ମଚାରୀମାନେ ଅନୁମାନ କରିଛନ୍ତି ।

Related posts

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା 

mahabharatanews

ବିଧାୟକଙ୍କ ଦରମା ବୃଦ୍ଧି ହେଉ

mahabharatanews

ଘର ଉପରେ ଡାଳ ପଡ଼ି ଛାତ ଓ କାନ୍ତ କ୍ଷତିଗ୍ରସ୍ତ

mahabharatanews