ଓଡିଶା

କଂଗ୍ରେସ ଛାଡିଲେ ପୂର୍ବତନ ବିଜେପି ସାଂସଦ ସାବିତ୍ରୀ ଫୁଲେ

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି(ଭାଜପା)ର ପୂର୍ବତନ ସାଂସଦ ସାବିତ୍ରୀ ବାଇ ଫୁଲେ ଚଳିତ ବର୍ଷ ଭାଜପା ଛାଡି କଂଗ୍ରେସରେ ଯୋଗ ଦେଇଥିଲେ । ଗୁରୁବାର ସେ ପୁଣି କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । କଂଗ୍ରେସ ଛାଡିବା ପଛରେ ଥିବା କାରଣ ବିଷୟରେ ସେ କହିଛନ୍ତି. କଂଗ୍ରେସ ତାଙ୍କ କଥା ନ ଶୁଣିବାରୁ ସେ ଇସ୍ତଫା ଦେଇଛନ୍ତି । ଆଗକୁ ତାଙ୍କର ରଣନୀତି ସମ୍ପର୍କରେ ପଚରାଯିବାରୁ ସେ କହିଛନ୍ତି, ନିଜର ଏକ ଦଳ ଗଠନ କରିବେ । ସୂଚନାଯୋଗ୍ୟ, ୨୦୧୪ରେ ସେ ଭାଜପାରୁ ଟିକେଟ୍ ପାଇ ଏମ୍ପି ଭାବେ ନିର୍ବାଚିତ ହୋଇଥିଲେ ।

Related posts

କଟକ ସହରରେ ଆଣ୍ଟିଜେନ ଟେଷ୍ଟ ଆରମ୍ଭ 

mahabharatanews

ଲାୟାନ୍ସ କ୍ଲବ୍ ଓ ସଂସ୍କାର ଗୋଶାଳା ପକ୍ଷରୁ ଧନୁଷ ଶୋଭାଯାତ୍ରାକୁ ବିପୁଳ ନାଗରିକ ସମ୍ବର୍ଦ୍ଧନା

mahabharatanews

ପ୍ରଶାସନ ଦୃଷ୍ଟି ଆଢୁଆଳରେ ଦାରିଙ୍ଗବାଡୀର ଜଳପ୍ରପାତ

mahabharatanews