ଓଡିଶା

ରାଜେନ୍ଦ୍ର କଲେଜର ସାଂସ୍କୃତିକ ଶୋଭାଯାତ୍ରା

 (ମହାଭାରତ, ବଲାଙ୍ଗୀର): ବଲାଙ୍ଗୀର ରାଜେନ୍ଦ୍ର କଲେଜର ପ୍ଲାଟିନମ ଜୁବଲି ପାଳନ ଅବସରରେ ଶୁକ୍ରବାର ସକାଳ ୮ଟା ସମୟରେ କୋଶଳ କଲାମଣ୍ଡପ ଠାରୁ ଏକ ବିଶାଳ ସାଂସ୍କୃତିକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । ଏଥିରେ ରଜିନ୍ଦ୍ରୟାନ କର୍ମକତ୍ତା ଓ ଅନ୍ୟାନ୍ୟ ପ୍ରାୟ ୩୦ଟି ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିବା ବେଳେ କଲେଜର ପୁରାତନ ଛାତ୍ରଙ୍କ ସମେତ ହଜାର ହଜାର ଜନସାଧାରଣ ଯୋଗ ଦେଇଥିଲେ । ସୂଚନାଅନୁସାରେ, ରାଜେନ୍ଦ୍ର କଲେଜର ୭୫ବର୍ଷ ପୂର୍ତ୍ତି ଅବସରରେ ପ୍ଲାଟିନମ ଜୁବଲି କାର୍ଯ୍ୟକ୍ରମ ଅବସରରେ ଏହି ଶୋଭାଯାତ୍ରା କରାଯାଇଥିବା ଜଣାଯାଇଛି । କଲେଜର ପ୍ଲାଟିନମ୍ ଜୁବୁଲୀ କାର୍ଯ୍ୟକ୍ରମର ଉଦଘାଟନୀ ସମାରୋହରେ ଉପରାଷ୍ଟ୍ରପତି ଭେଙ୍କେୟାନାଇଡ଼ୁ ଯୋଗ ଦେବାର କାର୍ଯ୍ୟକ୍ରମ ରହିଥିଲା କିନ୍ତୁ ତାଙ୍କ କାର୍ଯ୍ୟକ୍ରମ ବାତିଲ ହୋଇଛି । ଏହି ସମାରୋହ ପାଞ୍ଚ ଦିନ ଯାଏ ଚାଲିବ ।

Related posts

ବାଲୁକା କଳାରେ “ଭୋଟ୍ ଫର୍ ୟୋର ଫ୍ୟୁଚର” 

mahabharatanews

 ସ୍ୱଚ୍ଛ ସର୍ବେକ୍ଷଣ- ୨୦୨୩ ଓ ଇଣ୍ଡିଆନ ସ୍ୱଚ୍ଛତା ଲିଗ୍ ସମ୍ବଦ୍ଧୀୟ ଏକ କର୍ମଶାଳା ଅନୁଷ୍ଠିତ

mahabharatanews

୮ଜିଲ୍ଲାରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା 

mahabharatanews