Uncategorized

ମଣ୍ଡିର ଏନଏଚ-୩ରେ ଭୂସ୍ଖଳନ: ଯାତାୟାତ ଠପ

ମଣ୍ଡି: ପ୍ରବଳ ତୁଷାରପାତ ଯୋଗୁଁ ଗତକାଲିଠାରୁ ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୩ରେ ବନ୍ଦ ପଡିଥିବା ଟ୍ରାଫିକ ବ୍ୟବସ୍ଥା ଆଜି ସକାଳୁ ସ୍ୱାଭାବିକ ହୋଇଛି । ଗତକାଲି ପ୍ରବଳ ଭୂସ୍ଖଳନ ପାଇଁ ରାଜପଥର ଉଭୟ ପାଶ୍ୱର୍ରେ ଭାରିଯାନ ଓ ହାଲକା ଯାନ ଅଟକି ରହିଥିଲା ।

ରାଜ୍ୟରେ ପ୍ରବଳ ତୁଷାର ପାତ ଯୋଗୁଁ ରାଜ୍ୟର ୫ଟି ଜାତୀୟ ରାଜପଥର ୬୦୯ଟି ରାସ୍ତା ଆଜି ମଧ୍ୟ ବନ୍ଦ ରହିଛି ଯାନବାହନ ଚଳାଚଳ ପାଇଁ । ରାଜ୍ୟରେ ତୁଷାର ପାତ ପାଇଁ ୨୦୩୧ଟି ବିଦ୍ୟୁତ ଯୋଗାଣ ଓ ୧୧୮ଟି ଜଣ ଯୋଗାଣ ପ୍ରକଳ୍ପ ଏଥିରେ ବାଧାପ୍ରାପ୍ତ ହୋଇଛି । ଭାରତୀୟ ପାଣିପାଗ ବିଭାଗ ଅନୁଯାୟୀ, ଆସନ୍ତ।। ୧୬ ତାରିଖରୁ ହିମାଞ୍ଚଳ ପ୍ରଦେଶର ବିଭିନ୍ନ ସ୍ଥାନରେ ବର୍ଷା ଓ ବିଜୁଳି ହେବାର ସମ୍ଭାବନା ରହିଛି ।

Related posts

ଆନ୍ଧ୍ର ରାଜ୍ୟପାଳଙ୍କ ୪ କର୍ମଚାରୀ ସଂକ୍ରମିତ, ସେମାନଙ୍କର ନାହିଁ କୌଣସି ଟ୍ରାଭେଲ ହିଷ୍ଟ୍ରି

mahabharatanews

ରହସ୍ୟ ପଥର ହାଣ୍ଡି

mahabharatanews

ସୋପିଆନା, ଅବନ୍ତୀପୁରାରେ ଏନକାଉଣ୍ଟର: ୮ ଆତଙ୍କବାଦୀ ନିହତ

mahabharatanews