ଅପରାଧ

ଯୌନ ଉତ୍ପୀଡନ ମାମଲ।ରେ ଗିରଫ ସ୍ୱ।ମୀ ଚିନ୍ମାୟାନନ୍ଦଙ୍କୁ ଜାମିନ

ଲକ୍ଷେ୍ନø: ଯୌନ ଉତ୍ପୀଡନ ମାମଲାରେ ଗିରଫ ହୋଇଥିବା ପୂର୍ବ ଗୃହ ମନ୍ତ୍ରୀ ଓ ବିଜେପି ନେତା ସ୍ୱାମୀ ଚିନ୍ମୟାନନ୍ଦଙ୍କୁ ଆଜି ଜାମିନ ମିଳିଛି । ଇଲାହାବାଦ ହାଇକୋର୍ଟ ଜାମିନ ଯାଚିକାର ଶୁରାଣି କରି ଚିନ୍ମାୟାନନ୍ଦଙ୍କୁ ଜାମିନ ଦେଇଛନ୍ତି । ଏହି ମାମଲାରେ ହାଇକୋର୍ଟ ୧୬ ନଭେମ୍ବର ପର୍ଯ୍ୟନ୍ତ ରାୟ ସଂରକ୍ଷଣ ରଖିଥିଲେ ।
ଚିନ୍ମୟାନନ୍ଦଙ୍କ ଉପରେ ତାଙ୍କରି କଲେଜ ସ୍ୱାମୀ ଶୁକଦେବାନନ୍ଦ ବିଧି ମହାବିଦ୍ୟ।।ଳୟରେ ପଢୁଥିବା ଜଣେ ଛାତ୍ରୀ ଯୌନ ଶୋଷଣ ଅଭିଯେ।।ଗ କରିଥିଲା । ଏହାପରେ ତାଙ୍କୁ ଗିରଫ କରାଯାଇଥିଲା । ଏହି ମାମାଲାରେ ଏସଆଇଟି ଯାଞ୍ଚ ଚଳାଇଛି ।

Related posts

ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ୍ୟୁ

mahabharatanews

ପ୍ରେମରୁ ହତ୍ୟାକାଣ୍ଡ, ପ୍ରେମିକକୁ ଆଜୀବନ କାରାଦଣ୍ଡ

mahabharatanews

ପୋଲିସ ଏସଆଇ ପରୀକ୍ଷା ମହାଦୁର୍ନୀତି ଘଟଣାରେ ସିଲିକନ ପ୍ରାଇଭେଟ ଲିମିଟେଡ଼ର ମାଲିକ ସୁରେଶ ନାୟକ ଗିରଫ

mahabharatanews