Uncategorized

ହଂକଂକୁ ଆସନ୍ତା ୭ରୁ ଏୟାର ଇଣ୍ଡିଆ ବିମାନ ବାତିଲ

ନୂଆଦିଲ୍ଲୀ: କରୋନା ଭୂତାଣୁର ଭୟଙ୍କର ସଂକ୍ରମଣକୁ ନେଇ ଫେବୃଆରୀ ୭ରେ ଏୟାର ଇଣ୍ଡିଆର ଏଆଇ୩୧୪ ବିମାନର ହଂକଂ ଉଡାଣ ପରେ ତାର ଉଡାଣ ରଦ୍ଦ କରିବାକୁ ଯାଉଛି । ଏହା ପୂର୍ବରୁ ଇଣ୍ଡିଗୋ ଏୟାର ଲାଇନସ୍ କୋଲକାତାରୁ ଗୁଆଙ୍ଗଝୁରୁ ଫେବୃଆରୀ ୬ରୁ ଫେବୃଆରୀ ୨୭ ମଧ୍ୟରେ ତାର ସମସ୍ତ ଉଡାଣ ବାତିଲ କରି ଦେଇଛନ୍ତି ।
ଚୀନର ବୁହାନ ସହରରେ ସୃଷ୍ଟି ହୋଇଥିବା ଏହି କରୋନା ଭୂତାଣୁ ଡିସେମ୍ବର ମଧ୍ୟରେ ବିଶ୍ୱର ବିଭିନ୍ନ ସହରକୁ ବ୍ୟାପି ଯାଇଥିଲା । ବର୍ତ୍ତମାନ କରୋନାରେ ଚୀନରେ ୨୦ ହଜାରରୁ ଅଧିକ ସଂକ୍ରମିତ ହୋଇଥିବା ବେଳେ ୪୨୫ ଜଣ ମୃତ୍ୟୁବରଣ କଲେଣି ।

Related posts

ବିବାହ ପାଇଁ ମିଳିଲାନି ବ୍ରାହ୍ମଣ, ଗୁଗୁଲରୁ ମନ୍ତ୍ର ପଢି ବିବାହ କରାଇଲେ ମହିଳା ଥାନା ଅଧିକାରୀ

mahabharatanews

ସାମନ୍ଥାଙ୍କ ସହ ରୋମାନ୍ସ କରିବେ ଜୁନିଅର ଏନ୍ଟିଅ।ର

mahabharatanews

ଘର ତିଆରି ପାଇଁ ମାଟି ଖୋଳିବା ବେଳେ ମିଳିଲା ବହୁ ବର୍ଷର ପୁରାତନ ସୁଡଙ୍ଗ

mahabharatanews