ଓଡିଶା

ଉପ ନିବନ୍ଧକ ଅଫିସ ଦାବିରେ ଧାରଣା

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସ୍ଥାୟୀ ଉପ ନିବନ୍ଧକ ଅଫିସ ଖୋଲିବା ପାଇଁ ଗଣ ଧାରଣା ଦିଆଯାଇଛି । ଏଥିରେ ହିମାଂଶୁ ପାଣିଗ୍ରାହୀଙ୍କ ନେତୃତ୍ୱରେ ଏହି ଧାରଣା ଦିଆଯାଇଛି । ସାଧାରଣତଃ ଉଲୁଣ୍ଡା ତହସିଲରେ ଜନ୍ମ, ମତ୍ୟୁ, ପଞିକରଣ, ପ୍ରମାଣ ପତ୍ର ଆବେଦନ ପାଇଁ ଉଲୁଣ୍ଡା ତହସିଲକୁ କ୍ଷମତା ପ୍ରଦାନ କରିବା ଓ ସବ୍ ରେଜିଷ୍ଟାର କାର୍ଯ୍ୟାଳୟ ଖୋଲିବା ନିମନ୍ତେ ଦାବି ହେଉଛି । ଏହି ଧାରଣାରେ ଉଲୁଣ୍ଡା ବ୍ଳକର ବହୁ ଜନ ସାଧାରଣ ସାମିଲ ହୋଇଛନ୍ତି ।ଯେତେ ଦିନ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେତେଦିନ ପର୍ଯ୍ୟନ୍ତ ଏହି ତହସିଲ କାର୍ଯ୍ୟାଳୟ ଅ ।ଗରେ ଧାରଣା ଦେଇଥିବୁ ବୋଲି କହିଛନ୍ତି ଆନ୍ଦୋଳନକ।।ରୀ ହିମାଂଶୁ ପାଣିଗ୍ରାହୀ, ଅରୁଣ ମହାନନ୍ଦ ।

Related posts

ସ୍କ୍ରବ୍ ଟାଇଫସ୍ ଆତଙ୍କ ; ସୁନ୍ଦରଗଡ଼ରେ ସଂଖ୍ୟା ୨୭୨କୁ ବୃଦ୍ଧି

mahabharatanews

ଚାଷୀମାନଙ୍କ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଧାନ

mahabharatanews

ବନ୍ୟା ଆଶଙ୍କା : ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

mahabharatanews