Uncategorized

ଉଲରେ ତିଆରି ପ୍ରକୃତିର ଛବି

(ମହାଭାରତ): ଏମ୍ବ୍ରୋଡରି ଏକ ବହୁ ପୁରାତନ କଳା । ଏଥିରେ କାରିଗର ଭିନ୍ନ ଭିନ୍ନ କଳାକୃତି ତିଆରି କରନ୍ତି । ନିକଟରେ ଜଣେ ମହିଳା ପ୍ରକୃତିର ବିଭିନ୍ନ ଦୃଶ୍ୟକୁ ଏମ୍ବ୍ରୋଡରିରେ କିଆରି କରିଛନ୍ତି । ଆଉ ତାହା ଏତେ ନିଖୁଣ ଓ ଅବିକଳ ହୋଇଛି ଯେ,ସମ୍ପୂର୍ଣ୍ଣ ବାସ୍ତବ ପରି ଲାଗେ । ସେ ହେଉଛନ୍ତି କାରୋଲିନା ଟୋରସ୍ । ଅସ୍ତମିତ ସୂର୍ଯ୍ୟର ଆକାଶ, ଢେଉ ଖେଳୁଥିବା ସମୁଦ୍ର, ମେଘଭରା ଆକାଶ, ରଙ୍ଗୀନ ଫୁଲଭରା ବଗିଚା, ଗଛ, ଘର ଆଦିକୁ ସେ ବେଶ ନିଖୁଣ ଭାବେ କରନ୍ତି । ଏବେ ତାଙ୍କର ଏହି ଏମ୍ବ୍ରୋଡରି ପେଣ୍ଟିଂର ଚାହିଦା ଅନଲାଇନରେ ବହୁତ ରହିଛି ।

Related posts

କରୋନା ଭୂତାଣୁ ସଂକ୍ରମଣକୁ ନେଇ ଆମେରିକା ତଦନ୍ତ କରୁଛି: ଟ୍ରମ୍ପ

mahabharatanews

ପୁଲିସ ଏନକାଉଣ୍ଟରେ ଅନ୍ତର୍ରାଜ୍ୟ ଅପରାଧି ଗିରଫ

mahabharatanews

ନେପାଳ ପୁଲିସ ଗୁଳିରେ ୧ ଭାରତୀୟ ମୃତ

mahabharatanews