Uncategorized

ଚଇନା ରଙ୍ଗ ଛୁଇଁଲେ ହେବ କେରୋନା

(ମହାଭାରତ):  ଚାଇନା ରଙ୍ଗକୁ ଦୂରୁ ଜୁହାର । ରଙ୍ଗ ଅ।ଣିପାରେ କରୋନା ଭାଇରସ । ହୋଳି ଖେଳିବା ପୂର୍ବରୁ ହୋଇଯାଅ।ନ୍ତୁ ସାବଧାନ । ଚାଇନାର ରଙ୍ଗୀନ ରଙ୍ଗ ପ୍ରତି ରୁହନ୍ତୁ ସତର୍କ । କାରଣ ହୋଲିରେ ଅ।ପଣଙ୍କ ହସ ଛଡାଇ ନେଇପାରେ ଚାଇନା ରଙ୍ଗ । ଅ।ଉ ରଙ୍ଗର ଉତ୍ସବରେ ଅ।ପଣଙ୍କର ସବୁ ଖୁସି ଫିକା ପଡିପାରେ । ଚୀନକୁ କବଜା କରିଥିବା ମାରାତ୍ମକ କରୋନା ଭାଇରସରେ ଛଟପଟ ହେଉଛନ୍ତି ସମସ୍ତେ । କରୋନା କବଳରେ ପଡି ହଜାର ହଜାର ଜୀବନ ଅକାଳରେ ଲିଯାଉଛି । ଚୀନରେ ବ୍ୟାପୁଥିବା କରୋନା ପାଇଁ ସାରା ବିଶ୍ୱରେ କୋକୁଅ । ଭୟ ଖେଳିଯାଇଥିବା ବେଳେ ଚୀନରୁ ଅ।ସୁଥିବା ସମସ୍ତ ଲୋକ ଅ।ଉ ସବୁ ପ୍ରକାର ସାମଗ୍ରୀ ଉପରେ କଣକଣା ଜାରି କରାଯାଇଛି । ଅ।ଉ ଏବେ ଚା ଇନା ରଙ୍ଗକୁ ବ୍ୟବହାର ନକରିବାକୁ ସୋସିଅ।ଲ ମିଡିଅ।ରେ ଭାଇରାଲ ହେଉଛି । କାରଣ ରଙ୍ଗ ଭିତରେ ବି ଅ।ସିପାରେ କରୋନା ଭଳି ଭୟଙ୍କର ଭାଇରସ । ତେବେ ଅ ।ଗକୁ ରଙ୍ଗର ପର୍ବ ହୋଲି ଅ।ସୁଥିବାରୁ ସମସ୍ତେ ସମସ୍ତଙ୍କୁ ରଙ୍ଗମାରି ଖୁସି ମନାଇବେ । ବଜାରରେ ମିଳୁଥିବା ଭଳିକି ଭଳି ରଙ୍ଗ ଅବିର ମୁହଁ ଓ ଦେହରେ ବୋଳି ପର୍ବ ପାଳିବେ । ତେବେ ରଙ୍ଗ ଖେଳିବା ବେଳେ ଅ ।ଖି ଭଳି ସମ୍ବେଦନଶୀଳ ଅଙ୍ଗ ପ୍ରତି ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ବେଳେ ଏଥର କିନ୍ତୁ ଚାଇନା ରଙ୍ଗ ପ୍ରତି ସାବଧାନ ରହିବାକୁ ପରାମର୍ଶ ଦେଇଛନ୍ତି ।

Related posts

ଏଲଜିଙ୍କ ନିର୍ଦ୍ଦେଶ ପାଳନ କରାଯିବ: କେଜରିୱାଲ

mahabharatanews

ଦେଶରେ ୯୧ ଲକ୍ଷ କୋଭିଡ-୧୯ ଟେଷ୍ଟ ହେ।ଇଛି: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

mahabharatanews

ଏୟାର ଇଣ୍ଡିଆ ବନ୍ଦ ହେବା ଖବର ମିଛ: ଲୋହାନୀ

mahabharatanews