Uncategorized

୪ ପାକିସ୍ତାନ ଗୁପ୍ତଚର ଗିରଫ

କଚ୍ଛ: ୪ ସନ୍ଦିଗ୍ଧଙ୍କୁ ସୁରକ୍ଷା ବଳ ଗିରଫ କରିଛି । ଏହି ୪ ଜଣ ପାକିସ୍ତାନ ସୁରକ୍ଷା ଏଜେନ୍ସି ପାଇଁ ଗୁପ୍ତଚର କାମ କରୁଥିଲେ । ଏମାନଙ୍କୁ ଗୁଜୁରାଟର ପଶ୍ଚିମ କଚ୍ଛରୁ ଗିରଫ କରାଯାଇଛି । ଏମାନେ ବାୟୁସେନ।।ର ରାଡାର ଫଟୋ ଉଠାଉଥିଲେ ଏବଂ ସୂଚନା ପାକିସ୍ତାନ ସୁରକ୍ଷା ଏଜେନ୍ସିକୁ ଦେଊଥିଲେ । ଏସଓଜି ଏମାନଙ୍କୁ ଗିରଫ କରି ତଦନ୍ତ କରୁଛି । ଏମାନେ କଚ୍ଛର ନିଷିଦ୍ଧାଞ୍ଚଳରେ ଥିବା ଏସଓଜି କୋଥାର।। ଏୟ।।ରବେସକୁ ଯାଇ ସେଠାରୁ ବାୟୁସେନା ରାଡାର ଫଟୋ ଉତ୍ତଳନ କରୁଥିଲେ । ତେବେ ଗିରଫ ୪ ଜଣଙ୍କ ପରିଜୟକୁ ଗୋପନ ରଖାଯାଇଛି । ସେମାନଙ୍କୁ ଏସଓଜି ଜେରା କରୁଛି ।

Related posts

ଭୋକରେ ଜୀବନ ଦେଲା, ହେଲେ ନିଜ ଛୁଆଙ୍କୁ ଖାଇଲା ନାହିଁ

mahabharatanews

ଏସିଆର ସବୁଠାରୁ ଧନୀ ବ୍ୟକ୍ତି ହେଲେ  ଶାନଶାନ

mahabharatanews

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ

mahabharatanews