Uncategorized

ଶାହାଙ୍କ ଜନସମ୍ପର୍କ ଅଭିଯାନ

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନ ସଭା ନିର୍ବାଚନ ଅବସରରେ ବିଜେପି ପାଇଁ ପ୍ରଚାର କରିବା କାଳରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ରବିବାର ଦିନ ଜନସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି । ଦିଲ୍ଲୀର କ୍ୟାଣ୍ଟେନମେଣ୍ଟ ଅଞ୍ଚଳରେ ଏହି ଅଭିଯାନ ଆରମ୍ଭ ହୋଇଛି ।

ରାଲି ସମୟରେ ଶାହା ଶହଶହ ବଜେପି ସମର୍ଥକଙ୍କ ଗହଳିରେ ସ୍ଥାନୀୟ ଲୋକଙ୍କୁ ଭେଟିବା ସହ ଦଳର ପାମ୍ପଲେଟ ବଣ୍ଟନ କରିଛନ୍ତି । ଏହି ରାଲି ଅବସରରେ ବିଜେପି ସମର୍ଥକମାନେ ବିଜେପି ପତାକା ସହ ବିଭିନ୍ନ ବିଜେପି ସପକ୍ଷ ସ୍ଲୋଗାନ ଦେଇଛନ୍ତି । ଏହା ପୂର୍ବରୁ ବିଜେପି ସଭାପତି ଜେ ପି ନଡ୍ଡା ଗ୍ରେଟର କୈଳାଶ ଅଞ୍ଚଳରେ ପାଟି ସପକ୍ଷରେ ରାଲିରେ ଭାଗ ନେଇଥିଲେ ।

Related posts

୨ ବହୁତଳ ଅଟ୍ଟାଳିକା ଧ୍ୱଂସ

mahabharatanews

ସିଦ୍ଧାର୍ଥଙ୍କ ସଂସ୍କାରରେ ଶେହନାଜ

mahabharatanews

ପଳାତକ ଗ୍ୟାଙ୍ଗଷ୍ଟର ଏଜାଜ ଗିରଫ

mahabharatanews