ଓଡିଶା

ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମଙ୍କ ପରଲୋକ

ଭଦ୍ରକ: ଭଣ୍ଡାରୀପୋଖରୀର ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ଆଜି ୯୩ ବର୍ଷ ବୟସରେ ଭଣ୍ଡାରୀପୋଖରୀ ବ୍ଲକସ୍ଥିତ ରାଣୀପଡା ବାସଭବନରେ ପରଲୋକ ହୋଇଯାଇଛି । ସେ ୧୯୮୦ରେ ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀର କଂଗ୍ରେସ ଟିକେଟରୁ ବିଧାୟକ ହୋଇଥିଲେ । ଏହା ପରେ ୧୯୮୫-୯୦ ପର୍ଯ୍ୟନ୍ତ ସେ କଂଗ୍ରେସର ବାଲେଶ୍ୱର ଜିଲ୍ଲା ସଭାପତି ଦାୟିତ୍ୱ ତୁଲାଇଥିଲେ । ତାଙ୍କ ଦେହାନ୍ତ ଖବର ପାଇଁ ସ୍ଥାନୀୟ ଅଞ୍ଚଳରେ ଶେ।।କର ଛାୟା ଖେଳିଯାଇଛି ।

Related posts

 ୧୭ରେ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ମାର୍ଗର ଲୋକାର୍ପଣ 

mahabharatanews

ଆସନ୍ତା ୧୩ରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

ଭୟାବହ ଅଗ୍ନିକାଣ୍ଡରେ ଜଳୁଛି ପୁରୀର ସମ୍ରାଟ ମାର୍କେଟ କମ୍ପ୍ଲେକ୍ସ

mahabharatanews