ଓଡିଶା

ଆଠଗଡ ମେଡିକାଲ ପରିସରରେ ଆହାର କେନ୍ଦ୍ର ଉଦ୍ଘାଟିତ

ଆଠଗଡ: ଆଠଗଡ ମେଡିକାଲ ପରିସରରେ ଥିବା ଆହାର କେନ୍ଦ୍ରର ନୂତନ ଗୃହ ଉତ୍ଘାଟ କରାଯାଇଛି । ଏହି ଆହର କେନ୍ଦ୍ର ଉଦ୍ଘାଟନ ପାଇଁ ଏକ ଉଦ୍ଘାଟନୀ ଉତ୍ସବର ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଏହାର ଉଦ୍ଘାଟନ କରିଛନ୍ତି । ଏହା ପରେ ମନ୍ତ୍ରୀ ସ୍ଥାନୀୟ ଲୋକଙ୍କ ସହ ମିଶି ଆହାରର କେନ୍ଦ୍ରରେ ଭୋଜନ ଗ୍ରହଣ କରିଥିଲେ । ଏହି ଅବସରରେ ଅ।।ଠଗଡ ଶିଳ୍ପାଞ୍ଚଳରେ ଆଉ ଏକ ଆହାର କେନ୍ଦ୍ର ଖେଲିବା ପାଇଁ ସେ ସରକାରକୁ ପ୍ରସ୍ତାବ ଦେବାକୁ ସ୍ଥାନୀୟ ଲୋକଙ୍କୁ ପ୍ରତିଶୁ୍୍ରତି ଦେଇଛନ୍ତି ।

Related posts

୫ ହଜାର ପୋଲିସ କର୍ମଚାରୀଙ୍କ କୋରୋନା ଟେଷ୍ଟ,ସମସ୍ତ ରିପୋର୍ଟ ନେଗେଟିଭ

mahabharatanews

ଆସିଲା ରାଜ୍ୟ ବଜେଟ୍ : କୃଷି ପାଇଁ ୩୩ ହଜାର କୋଟି

mahabharatanews

ଜୁଇରୁ କୁଆଁରୀ ଝିଅର ଦରପୋଡା ମାଂସ ଖାଇବାକୁ ନେଇ ଉତ୍ତେଜନା

mahabharatanews