Uncategorized

ମୁହଁର ସୌନ୍ଦର୍ଯ୍ୟ ବାଏ କଞ୍ଚାକ୍ଷୀର

(ମହାଭାରତ): କଞ୍ଚାକ୍ଷୀର ଶରୀର ପାଇଁ ଭଲ ବୋଲି ଅ ।ମେ ପିଲାବେଳୁ ଶୁଣି ଅ ।ସିଛେ । ଏଥିରେ ଭିଟାମନ୍ ଏ, କ୍ୟାଲସିୟମ୍, ଅ ।ଇରନ୍, ପ୍ରୋଟିନ୍, ଫ୍ୟାଟ୍, କୋଲେଷ୍ଟ୍ରଲ୍ ପରି ପୋଷକ ତତ୍ତ୍ୱ ରହିଛି ।

କେବଳ ଶରୀର ନୁହେଁ, ତ୍ୱ·କୁ ସୁସ୍ଥ ରଖିବା ପାଇଁ କଞ୍ଚାକ୍ଷୀର ସାହାଯ୍ୟ କରିଥାଏ । ତେବେ କେବଳ କଞ୍ଚାକ୍ଷୀରକୁ ପିଇଲେ ପିଇଲେ ସ୍ୱାସ୍ଥ୍ୟ ଉପକାରୀ ଲାଭ ମିଳିନଥାଏ । ଏହାକୁ ମୁହଁରେ ଲଗାଇଲେ ମଧ୍ୟ ତ୍ୱ· ଉଜ୍ଜ୍ୱଳ ହେବା ସହିତ କୋମଳ ହୋଇଥାଏ । ତା’ହେଲେ ଅ ।ସନ୍ତୁ ଜାଣିବା ତ୍ୱ·ର ସୌନ୍ଦର୍ଯ୍ୟ ପାଇଁ କଞ୍ଚାକ୍ଷୀରକୁ କିପରି ବ୍ୟବହାର କରାଯାଇପାରିବ ।

ଅମୃତଭଣ୍ଡା ଓ କଞ୍ଚାକ୍ଷୀରର ମିଶ୍ରଣକୁ ତ୍ୱ·ରେ ଲଗାଇଲେ ତ୍ୱ·ରେ ନାଚୁରାଲ୍ ଗ୍ଲୋ ଅ ।ସିଥାଏ । ଅମୃତଭଣ୍ଡାରେ ଏକ ଏନଜାଇମ୍ ରହିଛି, ଯାହା ଡେଡ୍ ସେଲ୍କୁ ତ୍ୱ·ରୁ ବାହାର କରି ବ୍ରଣ ଓ ଦାଗ ସମସ୍ୟା ଦୂର କରିଥାଏ ।
ବୟସ ବଢିଲେ ତ୍ୱ·ରେ କୁଞ୍ଚନ ଅ ।ସିଥାଏ । ଏଥିପାଇଁ ଅମୃତଭଣ୍ଡାରେ କଞ୍ଚାକ୍ଷୀର ମିଶାଇ ମୁହଁରେ ଲଗାନ୍ତୁ । କିଛି ସମୟ ରଖିବା ପରେ ମୁହଁକୁ ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ମୁହଁରେ ଉଜ୍ଜ୍ୱଳ ଅ ।ସିବ ।
ଧୂଳି ଓ ଧୂଅ ।ଁ ଯୋଗୁ ତ୍ୱ· ମଳିନ ଲାଗିଥାଏୟ ଏଥିପାଇଁ କଞ୍ଚାକ୍ଷୀରରେ ମହୁ ମିଶାଇ ମୁହଁରେ ଲଗାନ୍ତୁ । ମହୁ ତ୍ୱ·ରେ ଥିବା ଟାନ୍କୁ ସଫା କରିଥାଏ ।
ମସୁର ଡ଼ାଲି, ବେସନ ଓ କଞ୍ଚାକ୍ଷୀରକୁ ରାତିରେ ବତୁରାଇ ରଖିଦିଅନ୍ତୁ । ସକାଳେ ଏହାର ପେଷ୍ଟ ପ୍ରସ୍ତୁତ କରି ନିୟମିତ ଭାବରେ ମୁହଁରେ ଲଗାନ୍ତୁ । ଏପରି କଲେ ତ୍ୱ·ରେ ଥିବା ଅତିରିକ୍ତ କେଶ ସଫା ହେବା ସହିତ ତ୍ୱ· ଉଜ୍ଜ୍ୱଳ ହୋଇଥାଏ ।

Related posts

ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ଅହମ୍ମଦାବାଦରେ ସୁରକ୍ଷା ବ୍ୟବସ୍ଥା କଡାକଡି

mahabharatanews

ଶୋଫିଆନରେ ୪ ଆତଙ୍କୀ ନିହତ

mahabharatanews

ରଙ୍ଗ ପର୍ବରେ ଗୁଗଲର ଉପହାର

mahabharatanews