ଓଡିଶା

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଘୁଁଚିଲା

କେନ୍ଦ୍ରାପଡା: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକସ୍ଥିତ ଓଡିଶା ରାଜ୍ୟ ବାର କାଉନସିଲ ସମସ୍ତ ବାର ଓକିଲ ସଂଘ ନିର୍ବଚନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାର୍ଚ୍ଚମାସ ୨୮ତାରିଖରୁ ଆସନ୍ତା ଅପ୍ରେଲମାସ ୨୫ତାରିଖକୁ ଘୁଁଚାଇ ଦିଆଯାଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଭାନୁ ବରାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Related posts

ପକ୍କା ଘର କେଳେଙ୍କାରୀ,ହାତେଇଛନ୍ତି ସରକାରୀ ଯୋଜନା

mahabharatanews

କଟକ ଏସ୍ପିଙ୍କୁ ଓଏଚ୍ଆସିଙ୍କ ରିପୋର୍ଟ ତଲବ

mahabharatanews

ରାଜଧାନୀରେ ଗ୍ୟାସ ଏଜେନ୍ସି କର୍ମଚାରୀ କରୋନା ଚିହ୍ନଟ

mahabharatanews