ଓଡିଶା

ଜିଲ୍ଲା ଓକିଲ ସଙ୍ଘ ନିର୍ବାଚନ ଘୁଁଚିଲା

କେନ୍ଦ୍ରାପଡା: କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି କଟକସ୍ଥିତ ଓଡିଶା ରାଜ୍ୟ ବାର କାଉନସିଲ ସମସ୍ତ ବାର ଓକିଲ ସଂଘ ନିର୍ବଚନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ନିର୍ଦେଶ କ୍ରମେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଙ୍ଘର ନିର୍ବାଚନକୁ ଘୁଞ୍ଚାଇ ଦିଆଯାଇଛି । ଚଳିତ ମାର୍ଚ୍ଚମାସ ୨୮ତାରିଖରୁ ଆସନ୍ତା ଅପ୍ରେଲମାସ ୨୫ତାରିଖକୁ ଘୁଁଚାଇ ଦିଆଯାଇଥିବା ନିର୍ବାଚନ ଅଧିକାରୀ ଚନ୍ଦ୍ରଭାନୁ ବରାଳ ଏକ ପ୍ରେସ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି ।

Related posts

ସମସ୍ତଙ୍କ ମଙ୍ଗଳ ପାଇଁ ଆମେ ଫାଇନ ଆଦାୟ କରୁଛୁ: ଡିଜିପି

mahabharatanews

ଜଷ୍ଟିସ ଶୁଭାଶିଷ ତାଳପତ୍ର ହେବେ ଓଡ଼ିଶା ହାଇକୋର୍ଟର ବିଚାରପତି

mahabharatanews

ଆସନ୍ତା ୫ ଦିନ ଘନ କୁହୁଡ଼ି 

mahabharatanews