ଓଡିଶା

ଗଜପତି ଏସ୍ପି ସଚେତନତା ଗୀତ ଗାଇଲେ

ପାରଳାଖେମୁଣ୍ଡି: ମହାମାରୀ କରୋନାକୁ ପ୍ରତିହତ କରିବା ଦିଗରେ ଲୋକଙ୍କୁ ସଚେତନ କରାଯାଉଛି । ଏହା ମଧ୍ୟରେ ଗଜପତି ଏସ୍ପି ସାରା ଶର୍ମା ଲୋକଙ୍କ ପାଇଁ ସଚେତନତାମୂଳକ ଗୀତ ଗାଇଛନ୍ତି । ସୋମବାର ଏହା ଲୋକାର୍ପିତ ହୋଇଛ । ଜିଲା ସମନ୍ୱିତ ଆଦିବାସୀ ସଂସ୍ଥା ପ୍ରକଳ୍ପ ପ୍ରଶାସକ ସରୋଜ କୁମାର ବେହେରା ଓ ଜିଲା ମଙ୍ଗଳ ଅଧିକାରୀ ସନ୍ତୋଷ କୁମାର ରଥ, ଗୁରୁ ରଘୁନାଥ ପାତ୍ରଙ୍କ ଉପସ୍ଥିତିରେ ଗୀତଟି ଲୋକାର୍ପିତ ହୋଇଛି । ଗୀତଟିରେ ଏସ୍ପି ଶର୍ମାଙ୍କ ସହ ହିମାଂଶୁ ପଟ୍ଟନାୟକ କଣ୍ଠଦାନ କରିଥିବାବେଳେ ଏହାର ରଚନା କରିଛନ୍ତି ମମତା ପଟ୍ଟନାୟକୟ ଦିନକ ମ୍ମରେ ଏହା ଲୋକଙ୍କ ମ୍ମରେ ବେଶ୍ ଆଦୃତ ହୋଇଛିୟ ଜନସାଧାରଣଙ୍କ ମ୍ମରେ ସଚେତନତା ସୃଷ୍ଟି କରିବାରେ ଏହା ବେଶ୍ ସହାୟକ ହେବ ବୋଲି ବୁଦ୍ଧିଜୀବୀ କହିଛନ୍ତିୟ

Related posts

ନକଲି ଯବାନ ଅଟକ

mahabharatanews

ମାଗଣା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ

mahabharatanews

ଭୁବନେଶ୍ୱରରୁ ଗୋମାଂସ ପ୍ୟାକେଟ୍ ଜବତ   

mahabharatanews