ଓଡିଶା

ନବଜ୍ୟୋତି କ୍ଳବ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

(ଦୀପକ ମିଶ୍ର,ଉଦଳା): ମୟୁରଭଞ୍ଜ ଜିଲ୍ଲା ଜି.ବି. ନଗର ବ୍ଲକ ଅନ୍ତର୍ଗତ ପଶୁଦକ୍ଷ ପଞ୍ଚାୟତର ଅଛଡା ଗ୍ରାମର ନବଜ୍ୟୋତି କ୍ଳବ ପକ୍ଷରୁ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଏକ ସଚେତନତା କାର୍ଯ୍ୟକ୍ରମ ନବଜ୍ୟୋତି କ୍ଳବ ପକ୍ଷରୁ ଆୟୋଜନ କରାଯାଇଥିଲା, କ୍ଳବର ସଦସ୍ୟମାନେ ଘର ଘର ବୁଲି ଲୋକଙ୍କୁ ସଚେତନତା ବାବଦରେ ବୁଝାଇ ସାବୁନ ଏବଂ ହାଣ୍ଡୱକ୍ଷସ ପ୍ରଦାନ କରିଥିଲେ, କ୍ଳବର ସମ୍ପାଦକ ଲେଲୀନ କୁମାର ଦେ ଓ ସଭାପତି ପାର୍ଥସାରଥୀ ସାହୁଙ୍କ ପ୍ରତେକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା, ଏଭଳି କାର୍ୟ୍ୟକୁ ସାଧାରଣରେ ପ୍ରସଂଶା କରାଯାଇଥିଲା ।

Related posts

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews

ଏମ୍ସ ଖୋଜି ବାହାର କଲା ନୂଆ ଫଙ୍ଗସ

mahabharatanews

ଗସ୍ତର ଅନ୍ତିମ ଦିନରେ ସମ୍ବଲପୁର ଯିବେ ମହାମହିମ 

mahabharatanews