ଓଡିଶା

ଗାଁ ଲୋକେ କେତେ ସଚେତନ

(ଖଗେଶ୍ୱର ପିଙ୍ଗୁଆ, ପାଲଲହରା): କରୋନା ଯେଉଁ ଭଳି ଭାବେ ଜୀବନ ନେଉଛି ନ କହିବା ଭଲ । ବିଶ୍ୱରେ ସମସ୍ତେ ସଚେତନ ରହିବା ଅପେକ୍ଷା ଓଡ଼ିଶାର ସଚେତନ ଅଧିକ ଦେଖିବାକୁ ମିଳୁଛି ।

କରୋନାରେ କୌଣସି ବ୍ୟକ୍ତି ଆକ୍ରାନ୍ତ ନ ହେଉ ଓ ଆକ୍ରାନ୍ତଙ୍କ ସଂଖ୍ୟା ନ ବଢେ ସେଥି ପ୍ରତି ଓଡ଼ିଶା ସରକାର ଧ୍ୟାନ ଦେଉଛନ୍ତି । ଏବେ ସାରା ଓଡ଼ିଶାରେ ବଜାର ମାର୍କେଟ ଗୁଡିକ ଖା ଖା ଲାଗୁଥିବା ବେଳେ ଗାଁ ଗୁଡିକ ସେମିତି କରୋନା ନ ଆସେ ସେଥି ପ୍ରତି ଅନଗୁଳ ଜିଲ୍ଲା ପାଳଲହଡ଼କ୍ଷ ବ୍ଲକ ଅଂଚଳରେ ତଥା କଣ୍ଟିଆପଶି, ମୁଣ୍ଡୁରିବେଡ଼କ୍ଷ, କୋଚିଆବେଡ଼କ୍ଷ ଭଳି ଗାଁ ମାନଙ୍କରେ ଅଧିକ ସଚେତନ ଦେଖିବାକୁ ମିଳିଛି । କିଭଳି ଭାବେ ଲୋକଙ୍କୁ ସଚେତନ ଦେବା ସହ ଗାଁ ବକ୍ଷହାରରୁ ଆସୁଥିବା ଗାଡି ଓ ବିଦେଶୀମାନଙ୍କୁ ଗାଁ ଭିତରକୁ ପୁରେଇ ନ ଦେବା ପାଇଁ ରାସ୍ତା ବନ୍ଦ କରିବା ସହ ସାବୁନ ରେ ହାତ ଧୋଇବା ଓ ସାନିଟାଇଜ ବ୍ୟବହାର କରିବାକୁ ଉପଦେଶ ଦେଉଛନ୍ତି ।

Related posts

ଆଜି ବିଗ୍ରହଙ୍କର ରଥରେ ଅଧର ପଣା ନୀତି

mahabharatanews

ସୋନପୁର ମହାବିଦ୍ୟାଳୟର ୫୪ ତମ ବାର୍ଷିକୋତ୍ସବ -୨୦୨୦ ଉଦଘାଟିତ

mahabharatanews

ବିଶିଷ୍ଟ ସାମ୍ବାଦିକ ସ୍ବର୍ଗତ ନବୀନାନନ୍ଦ ଗନ୍ତାୟତଙ୍କ ଜୟନ୍ତୀ ଓ ସ୍ମୃତିଚାରଣ ସଭା

mahabharatanews