ଓଡିଶା

ଯୋଡ଼ା ମୁଣ୍ଡ ବିଶିଷ୍ଟ ପୁତ୍ର ସନ୍ତାନ ର ମୃତ୍ୟୁ

ବ୍ରହ୍ମପୁର MKCG ମେଡିକାଲରେ ଗତ 12 ତାରିଖ ରେ ଜନ୍ମ ଗ୍ରହଣ କରିଥିବା ଯୋଡ଼ା ମୁଣ୍ଡ ବିଶିଷ୍ଟ ପୁତ୍ର ସନ୍ତାନ ର ମୃତ୍ୟୁ ଘଟିଛି। ଶିଶୁଟି ର ଦୁଇଟି ମୁଣ୍ଡ ଥିବା ବେଳେ ଶରୀର କିନ୍ତୁ ଗୋଟାଏ ଥିଲା । ଏପରିକି ଗୋଟିଏ ହାର୍ଟ , ଦୁଇଟି ହାତ , ଦୁଇଟି ଗୋଡ ରହିଥିଲା ।  ତେବେ ଗତ ଶନିବାର ଜଣେ ମହିଳାଙ୍କ ଠାରୁ ଏହି ଶିଶୁ ଜନ୍ମ ନେଇଥିଲା । କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ତିଡ଼ିପଦର ଗ୍ରାମର ତ୍ରିଲୋଚନ ମାଝୀ ଙ୍କ  ଥିଲା ପ୍ରଥମ ସନ୍ତାନ, ଆରମ୍ଭ ରୁ ହିଁ ସନ୍ତାନ ର ଅବସ୍ଥା ଗୁରୁତର ଥିଲା । ତଥାପି ଏକ ଡାକ୍ତରୀ ଦଳ ତାର ପରୀକ୍ଷା ନିରୀକ୍ଷା କରୁଥିଲେ । ଡାକ୍ତରୀ ସୂଚନା ଅନୁଯାୟୀ, ଏହି ଅବସ୍ଥାକୁ ‘କ୍ରାନିଓପାଗସ୍ ପାରାସିଟିକସ୍‌’ (Craniopagus parasiticus) ବୋଲି ଚିହ୍ନଟ କରାଯାଇଛି। ଏହା ଏକ ଅତ୍ୟନ୍ତ ବିରଳ ଜନ୍ମଗତ ଅବସ୍ଥା, ଯେଉଁଥିରେ ଶିଶୁର ମୁଣ୍ଡ ଅଞ୍ଚଳରେ ଅସାଧାରଣ ସଂଯୋଗ ଦେଖାଯାଏ।

Related posts

ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବାଣପୁର ଗସ୍ତରେ ଥିବା ବେଳେ ପ୍ରଶାସକ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି

mahabharatanews

ବାଲୁକା କଳା ମାଧ୍ୟମରେ କେରଳ ହାତୀ ମୃତ୍ୟୁକୁ ବାଲୁକା ଶିଳ୍ପୀଙ୍କ ନିନ୍ଦା

mahabharatanews

୩ ଦଳର ହାଇଭୋଲଟେଜ କ୍ୟାମ୍ପେନ, ନିର୍ବାଚନ ରଣାଙ୍ଗନରେ ୧୧ ପ୍ରାର୍ଥୀ

mahabharatanews