ଓଡିଶା

ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନରେ ଆହ୍ୱାନ କଲେ ୫ ଏପ୍ରିଲ୍କୁ

(ଜୟନ୍ତ କୁମାର ସେଠୀ): ଆଜି ହେଉଛି ସେହି ୫ ଏପ୍ରିଲ ରବିବାର। ଆଜି ପାଇଁ ସ୍ୱତନ୍ତ୍ର ଆହ୍ୱାନ ରହିଛି ସମଗ୍ର ଭାରତ ବାସିଙ୍କ ପାଇଁ। ଆଜି ରାତି ୯ ଟାରେ ୯ ମିନିଟ ପାଇଁ ସମସ୍ତେ ଘର ଲାଇଟ ସମ୍ପୂର୍ଣ୍ଣ ବନ୍ଦ କରି ଘରର ଛାତ, ବାଲକୋନି ଉପରେ ମହାମ ବତୀ, ଦୀପ , ଟର୍ଚ୍ଚ ଲାଇଟ , ମୋବାଇଲ ଫ୍ଲାସ ଲାଇଟ ଜଳିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି। ଉଦେଶ୍ୟ ଦେଖାଇବାର ଅଛି ଯେ ସାରା ଭାରତ ବାସୀ କ ରୋନା ବିରୋଧରେ ଲଢେ଼ଇ ପାଇଁ ଏକଜୁଟ ଅଛନ୍ତି। ଏହି ଅବସର ଏହି ନିଆରା କାର୍ୟ୍ୟକ୍ରମକୁ ସମର୍ଥନ କରି ଅନ୍ତର୍ଜାତୀୟ ବାଲୁକାଶିଳ୍ପୀ ଏକ ନିଆରା ଢଙ୍ଗରେ ଏକ ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନ କରିଛନ୍ତି। ଯେଉଁ ଥିରେକି ସାରା ଭାରତ ବାସୀ କୀଭଳି ଦୀପ , ମହମ ବତୀ , ଟର୍ଚ୍ଚ ଲାଇଟ ଓ ମୋବାଇଲ ଫ୍ଲାସ ଲାଇଟ ଲଗାଇ କୀଭଳି ଏହି କାର୍ୟ୍ୟକ୍ରମ ସମର୍ଥନ କରୁଛନ୍ତି ତାହା ଦର୍ଶାଇ ଛନ୍ତି। ସେହିପରି ସୁନ୍ଦର ସ୍ୟାଣ୍ଡ ଆର୍ଟ ଇନ୍ସଟା ଲେସନରେ ପ୍ରଧାନମନ୍ତ୍ରୀ ଙ୍କ ସ୍ପିଚ ସମେତ ସମସ୍ତେ ଏକାଠି ହୋଇ କରୋନା ବିରୋଧରେ ଲଢ଼ିବାକୁ ସୁଦର୍ଶନ ନିଜ ସ୍ୟାଣ୍ଡ ଆର୍ଟ କଳାରେ ଆହ୍ୱାନ ଦେଇଛନ୍ତି।

Related posts

ଆଜି ସ୍ୱତନ୍ତ୍ର ଟ୍ରେନରେ ୨୫ ହଜାର ପ୍ରବାସୀ ଶ୍ରମିକ ଓଡିଶା ଫେରୁଛନ୍ତି

mahabharatanews

ଏମ୍ଫୋଭ୍ୟାଲି ଥାନା ଅଧୀନରେ ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର

mahabharatanews

୪୦ ଡିଗ୍ରୀ ଡେଇଁବ ପାରଦ

mahabharatanews