ଓଡିଶା

ନରସିଂହପୁରର ବିଭିନ୍ନ ସ୍ଥାନକୁ ସାନିଟାଇଜ କଲା ଅଗ୍ନିଶମ

(ନିର୍ମଳେନ୍ଦୁ ମିଶ୍ର/ନରସିଂହପୁର): କରୋନା ପ୍ରଭାବରେ ସାରାବିଶ୍ୱ ଏବେ ଆତଙ୍କିତ ଅବସ୍ଥାରେ ରହିଥିବାବେଳେ କଟକ ଜିଲ୍ଲାର ନରସିଂହପୁର ରେ ଜନଜୀବନ ପ୍ରଭାବିତ ହୋଇଯାଇଛି  ।୨୧ ଦିନିଆ ଲକ ଡାଉନ ନେଇ ଲୋକ ମାନେ ଘରୁ ବାହାରକୁ ବାହାରି ପାରିନଥିବା ବେଳେ ଅନ୍ୟପଟେ ସ୍ଥାନୀୟ ପୋଲିସ ର ଭୟ। ଏଭଳି ସ୍ଥିତିରେ ନରସିଂହପୁର ପ୍ରଶାସନ ତରଫରୁ ଅଗ୍ନିଶମ ବିଭାଗ ଦ୍ୱାରା ଥାନା, ମେଡିକାଲ, କ୍ଳବ ଛକ ପର୍ଯ୍ୟନ୍ତ ସାନିଟାଇଜ କରି ବିଶୋଧନ କରାଯାଇଛି। ସେହିପରି ବଡମ୍ବ। ବ୍ଲକର ଜନଗହଳି ପୂର୍ଣ୍ଣ ଜାଗା ମାନଙ୍କରେ ସାନିଟାଇଜ କରାଯାଇଛି।

Related posts

୫ଦିନ ଯାଏଁ ରାଜ୍ୟରେ ବର୍ଷିବ  

mahabharatanews

ନାବାଳିକା ଛାତ୍ରୀ ଗର୍ଭବତୀ ଘଟଣା ; ମୃତ ଶିଶୁ ଜନ୍ମ ପରେ ଆଖି ବୁଜିଲା ମା’

mahabharatanews

ଆଗାମୀ ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

mahabharatanews