ଓଡିଶା

ବରୀ କଂଗ୍ରେସ ତରଫରୁ ଥାନାରେ ଏଥଲା

(ବରୀ /ରେପୋଟର୍ସ ଟୁଡେ ): ରିପବ୍ଲିକ ଟିଭି ଚ୍ୟାନେଲର ମୁଖ୍ୟ ସମ୍ପାଦକ ଅର୍ଣ୍ଣବ୍ ଗୋସ୍ୱାମୀଙ୍କ ବିରୋଧରେ ବରୀ କଂଗ୍ରେସ ପକ୍ଷରୁ ଯୁବ ନେତା ଉମେଶ ଚନ୍ଦ୍ର ଜେନାଙ୍କ ନେତୃତ୍ୱରେ ବରୀ ଥାନା ରେ ଏତଲା ଦିଆଯାଇଛି। କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନାମରେ ମିଥ୍ୟା ଆରୋପ ଲଗାଇବା ଏବଂ ଦେଶରେ ସାମ୍ପ୍ରଦାୟିକ ବିବାଦ ସୃଷ୍ଟି କରିବା ପରି ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ ଆଇନ୍ ଗତ କାର୍ୟ୍ୟାନୁଷ୍ଠାନ୍ ଗ୍ରହଣ କରିବାକୁ ଦାବି କରିଛନ୍ତି।

Related posts

ପ୍ରସିଦ୍ଧ କଲା ଚନ୍ଦନ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

mahabharatanews

ଜୁନ ୧୭ ବଦଳରେ ୩୦ ପରେ କଲେଜ ଖୋଲିବାକୁ ଦାବି

mahabharatanews

ରାଜ୍ୟରେ କରୋନା ସଂକ୍ରମଣ ବଢିଛି : ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

mahabharatanews