ଓଡିଶା

ରାଜ୍ୟରେ ଆଉ ଜଣେ କରନା ଆକ୍ରାନ୍ତ ସୁସ୍ଥ

(ଭୁବନେଶ୍ୱର ): ରାଜ୍ୟରେ ଆଉ ଜଣେ କୋରୋନା ଆକ୍ରାନ୍ତ ସୁସ୍ଥ। କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଏକ ଭଲ ଖବର ସାମ୍ନାକୁ ଆସିଛି । ଯାହା ଭୁବନେଶ୍ବର ଆଉ ଜଣେ ଆକ୍ରାନ୍ତ ଆଜି ସୁସ୍ଥ ହୋଇଛନ୍ତି। ରାଜ୍ୟରେ କାୟା ବିସ୍ତାର କଲାଣି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ଏହା ମଧ୍ୟରେ ଜଣେ ସୁସ୍ଥ ହୋଇ ଘରକୁ ଫେରିଚନ୍ରି। ତେଣେ ସୁସ୍ଥ ବ୍ୟକ୍ତି ଜଣଙ୍କ ଭୁବନେଶ୍ବରର ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏଯାଏଁ ରାଜ୍ୟରେ ମୋଟ ୩୮ ଜଣ ସୁସ୍ଥ ହୋଇଥିବା ବେଳେ ଭୁବନେଶ୍ବରରେ ୨୬ ଜଣ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୬ ଥିବା ବେଳେ ୨୬ ଜଣ ସୁସ୍ଥ ହୋଇଛନ୍ତି । ୧୯ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସା ହେଉଛନ୍ତି ଏବଂ ଜଣେ ମାତ୍ର ମୃତ୍ୟୁବରଣ କରିଛନ୍ତି।

Related posts

ବନ୍ୟାକୁ ପୁରିବ ବର୍ଷେ: ଏବେ ବି ପଲିଥିନ ତଳେ କଟୁଛି ନର୍ଡା ଗ୍ରାମବାସୀଙ୍କ ଜୀବନ

mahabharatanews

ଭାଲୁ ଆକ୍ରମଣରେ ବୃଦ୍ଧା ମୃତ

mahabharatanews

ବଢ଼ିଲା ଗଣଶିକ୍ଷକଙ୍କ ଦରମା

mahabharatanews