ଓଡିଶା

ପାଟଣା ସୁରକ୍ଷା କମିଟି ଆବାହାକ ୧୦ହଜାର ଶହେ ଟଙ୍କା ଦାନ କଲେ ରିଲିଫ ପାଣ୍ଠିକୁ

(ପାଟନା, ବିଜୟ କୁମାର କାରୁଆ ) : ମହାମାରୀ ପରି ଆତଙ୍କ ସୃଷ୍ଟି କରି ଦେଶବ୍ୟାପୀ ଜାହିରୀ କରି ଚାଲିଥିବା କରୋନା ଆକ୍ରାନ୍ତ ଥିବା ବେଳେ ଏହି ସମୟ ରେ ଆଜି କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଜଣେ ସ୍ୱଛା ସେବୀ ଭାବେ କାର୍ୟ୍ୟରତ ପାଟଣା ସୁରକ୍ଷା କମିଟି ର ଆବାହାକ ବିଜୟରତ୍ନ ପତି ମୁଖ୍ୟମନ୍ତ୍ରୀ ଙ୍କ ରିଲିଫ ପାଣ୍ଠି କୁ ପାଟଣା ତହସିଦାର ଶିବପ୍ରସାଦ ମୁର୍ମୁ ଙ୍କ ଜରିଆରେ ୧୦ହଜାରସ ଶହେ ଟଙ୍କା ଦାନ ଆକାରେ ପ୍ରଦାନ କରିଛନ୍ତି ତଥା ଅନ୍ୟ ମାନଙ୍କ ପାଇଁ ଉଦାହରଣ ସାଜିଥିବା ବେଳେ ଏହି ଦାନ କରି ମହତ କାର୍ୟ୍ୟ ସହ ଓଡିଶା ମଧ୍ୟବିତ୍ତ ସଂଗ୍ରାମ ମଞ୍ଚ ର ସଭାପତି ରାହସବିହାରି ପୃଷ୍ଟି ଧନ୍ୟବାଦ ଜଣାଇ ବା ସହ ଢ଼େହେରେ ସାରା ପ୍ରଶଂସା ସାଉଁଟି ଛନ୍ତି।

Related posts

କେନ୍ଦ୍ରର ଗ୍ରୀନ ସିଗନାଲ ପରେ ବି, ରାଜ୍ୟ ସରକାରଙ୍କ ମର୍ଜିରେ ହେବ ମଦ ବିକ୍ରି: ସୁପ୍ରିମକୋର୍ଟ

mahabharatanews

ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ସରକରାଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା ଷଡଙ୍ଗୀ

mahabharatanews

ରାଜ୍ୟ ସରକାରଙ୍କୁ ବିଧାୟକ ଓ ସାଂସଦଙ୍କ ଅପରାଧିକ ତଥ୍ୟ ରାଜ୍ୟ ସରକାରଙ୍କୁ ମାଗିଲେ ହାଇକୋର୍ଟ

mahabharatanews