Uncategorized

ଛତିଶଗଡ: ଏନକାଉଣ୍ଟରରେ ସବ ଇନିସ୍ପେକକ୍ଟର ସହିଦ, ୪ ମାଓ ମୃତ

ରାଜନନ୍ଦଗାଁ: ଛତିଶଗଡ଼ର ରାଜନନ୍ଦଗାଁ ଜିଲାରେ ଶନିବାର ସୁରକ୍ଷା କର୍ମୀ ଓ ମାଓମାବଦୀଙ୍କ ମଧ୍ୟରେ ହୋଇଛି ଏନ୍‌କାଉଣ୍ଟରରେ । ଏହି ଏକକାଉଣ୍ଟରରେ ଜଣେ ପୋଲିସ ସବ୍‌ ଇନ୍ସପେକ୍ଟର ଶହିଦ ହେବା ସହ ୪ ଜଣ ମାଓବାଦୀ ମୃତ୍ୟୁବରଣ କରହିଛନ୍ତି । ଏମାନଙ୍କ ନିକଟରୁ ଏକେ ୪୭ ରାଇଫଲ୍‌, ୧ ଏସ୍‌ଏଲ୍‌ଆର୍‌ ଅସ୍ତ୍ର, ୨ଟି ୩୧୫ ବୋର ରାଇଫଲ୍‌ ଜବତ କରିଛି ପୁଲିସ । ରାଜନନ୍ଦଗାଁ ଏଏସ୍‌ପି ଜିଏନ୍‌ ବାଘେଲ। ମୃତ ମାଓବାଦୀଙ୍କ ମଧ୍ୟରେ ୨ ମହିଳା ରହିଥିବା କୁହାଯାଉଛି।
ସୂଚନା ଅନୁଯାୟୀ, ଉକ୍ତ ସ୍ଥାନରେ କିଛି ମାଓବାଦୀ ରାଜିରେ କ୍ୟାମ୍ପ ପକାଇ ରୋଶେଇ କରୁଥିବା ଖବର ସ୍ଥାନୀୟ ପୁଲିସ ପାଇଥିଲା । ଏହାପରେ ପୁଲିସ ବଳ ଉକ୍ତ ସ୍ଥାନକୁ ଯାଇ ଅପରେଶନ ଆରମ୍ଭ କରିଥିଲେ । ଏହି ଅପରେଶନ ସମୟରେ ଉଭୟ ମାଓବାଦୀ ଓ ପୁଲିସ କର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏଥିରେ ୪ ଜଣ ମାଓବାଦୀ ନିହତ ହେବା ସହ ୧ ସବ୍ ଇନିସ୍ପେକ୍ଟର ସହିତ ହୋଇଛନ୍ତି । ଏହା ପରେ ପୁଲିସ ଉକ୍ତ ସ୍ଥାନର ତଲାସି ନେବାରୁ ସେଠାରୁ ଗୋଟିଏ ଏକ ଫର୍ଟିସେଭେନ ରାଇଫଳ ବହୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଥିଲା ।

Related posts

ଦୁଇ ମତ୍ସଜୀବୀଙ୍କୁ ସୋନପୁର ପୋଲିସ ପକ୍ଷରୁ ସମ୍ବର୍ଦ୍ଧନା

mahabharatanews

୭ ମହିଳାଙ୍କୁ ମୋଦିଙ୍କ ଟ୍ୱିଟର ଆକାଉଣ୍ଟ ହସ୍ତାନ୍ତର

mahabharatanews

ଅଯୋଧ୍ୟା ମାଟିତଳୁ ମିଳିଲା ବହୁ ପୁରାତନ ମନ୍ଦିର ଭଗ୍ନାଂବଶେଷ

mahabharatanews