ଓଡିଶା

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କଲେ ଜିଲ୍ଲାପାଳ

(ମମତା ସାମଲ ): ଅନୁଗୁଳକୁ ଜିଲ୍ଲାକୁ ରେଡ ଜୋନରେ ଘୋଷଣା କରିଛନ୍ତି ଜିଲ୍ଲାପାଳ । ପ୍ରଥମଥର ପାଇଁ ଆଜି ୧୩ଟି କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଡ ଜୋନ୍ ଘୋଷଣା କରାଯାଇଛି । ଏହା ସହିତ ରାଜ୍ୟର ୫ଟି ଜିଲ୍ଲା ଓ ଭୁବନେଶ୍ୱର ମହାନଗର ନିଗମ ରେଡ୍ ଜୋନରେ ରହିଛି । ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳର ୧୩ କରୋନା ପଜିଟିଭ୍ ଚିହ୍ନ ହୋଇଛନ୍ତିି । ଏହି କ୍ରମରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୦କୁ ବୃଦ୍ଧି ପାଇଛି ।

Related posts

ଆସନ୍ତା ଶିକ୍ଷା ବର୍ଷ ଆରମ୍ଭରୁ ହେବ ରିଭିଜନ କ୍ଲାସ

mahabharatanews

ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ପକ୍ଷରୁ ଜଳଛତ୍ର ଉଦ୍ଘାଟନ ହୋଇଯାଇଛି

mahabharatanews

ୱାଲେଟ ଫେରାଇଲା ପୁଲିସ

mahabharatanews