ଓଡିଶା

ରସୁଲପୁର ବ୍ଲକରେ ସେବା ସେତୁ ଶିବିର ଅନୁଷ୍ଠିତ

ରସୁଲପୁର ବ୍ଲକରେ ବ୍ଲକ ସ୍ତରୀୟ ସେବା ସେତୁ ଶିବିର। ବିଡ଼ିଓ ସତ୍ୟାନନ୍ଦ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଜିଲ୍ଲା ସ୍ୱତନ୍ତ୍ର ଉନୟନ ଅଧ୍ୟକ୍ଷ ରାଜେନ୍ଦ୍ର କାଳୁଣ୍ଡିଆ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ୧୨ଟି ବିଭାଗର ଷ୍ଟଲ ଖୋଲି ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯିବା ସହ ୨୪ଟି ଅଭିଯୋଗର ସମାଧାନ କରାଯାଇଛି।

Related posts

ପାଳଲହଡା ବିଧାୟକ ମୁକେଶଙ୍କୁ ଝଟକା

mahabharatanews

ଡ୍ୟାମରେ ଗାଧୋଇବା ବେଳେ ଭାସିଗଲେ ଯୁବକ

mahabharatanews

ସୌରୀନଙ୍କ ଜାମିନ ଆବେଦନ ଖାରଜ 

mahabharatanews