ଓଡିଶା

କ୍ୱାରେନଣ୍ଟାଇନରେ ପ୍ରବାସୀ ଓଡିଆଙ୍କ ଅଭିନବ ପ୍ରୟାସ

(ହିଞ୍ଜିଳି/ ରଜୀକାନ୍ତ ପାତ୍ର): କୁକୁର,ମାଙ୍କଡ ବୋଲି ସମାଲୋଚନା କରୁଥିବା ବେଳେ ଏହାକୁ ଭୁଲ ପ୍ରମାଣିତ କରିଛନ୍ତି କିଛି ପ୍ରବାସୀ ଓଡ଼ିଆ। ଏହି ପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଖୋଦ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ବାଚନ ମଣ୍ଡଳୀରେ ଥିବା ବୁରୁପଡା ଗ୍ରାମର ଭଗବତୀ ବିଦ୍ୟାପୀଠ କ୍ୱାରେନଣ୍ଟାଇନ୍ ସେଣ୍ଟରରେ। ଏଠାରେ ରହୁଥିବା ପ୍ରବାସୀ ଓଡ଼ିଆ ବିଦ୍ୟାଳୟର ପରିବେଶକୁ ସଫା କରିଛନ୍ତି ସେଇ ପରି ହିଞ୍ଜିଳି ବ୍ଲକ ଶିକିରି ଗ୍ରାମ ପଞ୍ଚାୟତର କ୍ୱାରେଣ୍ଟାଇନ ସେଣ୍ଟର ରେ ରହୁଥିବା ସୁରାଟ ଫେରନ୍ତାଙ୍କ ଦ୍ଵାରା ସଫେଇ କାର୍ୟ୍ୟ ହାଇଛି ଏହା ସହ ଆଗକୁ ଯେଉଁ ପ୍ରବାସୀ ମାନେ ଏଠାକୁ ଆସିବେ ସେମାନେ ମଧ୍ୟ ଏହିଭଳି ବିଦ୍ୟାଳୟର ପରିବେଶକୁ ସଫା ରଖିବା ପାଇଁ ଅନୁରୋଧ କରିଛନ୍ତି। ଏହି ଭଳି କାର୍ୟ୍ୟ କୁ ସ୍ଥାନୀୟ ଲୋକ ଓ ସରପଞ୍ଚ ପ୍ରଶଂସା କରିଛନ୍ତି।

Related posts

ଏଥର ପୂଜାରେ ଭିଜିବ ସାରା ଓଡ଼ିଶା

mahabharatanews

୧୯ରୁ ବଢିବ ବର୍ଷା

mahabharatanews

ଦିବ୍ୟାଙ୍ଗ ହୋଇ ବି ସକ୍ଷମ ମହିଳା ବାସନ୍ତୀ ରଣାଙ୍କ ସଫଳତାର କାହାଣୀ

mahabharatanews