ଓଡିଶା

ସାନିଟାଇଜ ହେଲା ଆଠଗଡ ଅଞ୍ଚଳ

(ବିରୁପାକ୍ଷ/ପ୍ରଧାନ/ ଆଠଗଡ): ଆଠଗଡ ତିଗିରିଆ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ସେହି ଅଞ୍ଚଳକୁ ୧୨ ଘଣ୍ଟିଆ ସଟଡାଉନ୍ ଘୋଷଣା କରାଯାଇଛି । ଆଜି ପ୍ରଶାସନ ପକ୍ଷରୁ ସମସ୍ତ ନୂଆପାଟଣା ଅଞ୍ଚଳ ଓ ତିଗିରିଆର ଅନେକ ଅଞ୍ଚଳକୁ ସାନିଟାଇଜ କରାଯାଉଛି। ସୁରତ ଫେରନ୍ତା କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଏଭଳି ସତର୍କତାମୂଳକ ପଦକ୍ଷେପ ନିଆଯାଇଛି । ଆଜି ସକାଳୁ ଅଗ୍ନିଶମ ବିଭାଗ ପକ୍ଷରୁ ତିଗିରିଆ, ନୂଆପାଟଣା, ଅଂଚଳର ରାସ୍ତାଘାଟକୁ ସାନିଟାଇଜ୍ କରାଯାଉଛି। ଏହି ସମୟରେ ଅତି ଆବଶ୍ୟକ ନଥିଲେ ଲୋକମାନେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Related posts

ଦୁଇଟି ନୂଅ। ଅତ୍ୟାଧୁନିକ ପି.ସି.ଅ।ର. ଭ୍ୟାନ ପ୍ରଚଳିତ

mahabharatanews

ଲାଞ୍ଚ ନେବା ବେଳେ ମାଡିବସିଲା ଭିଜିଲାନ୍ସ

mahabharatanews

ଗତ ୨୪ ଘଣ୍ଟା ମଧ୍ୟରେ ୧୪୭୦ ନୂଆ କରୋନାରେ ସଂକ୍ରମିତ

mahabharatanews