ଓଡିଶା

ପ୍ରବାସୀଙ୍କୁ ଛାଡି ଫେରୁଥିବା ରୋହିତ ବସ ଦୁର୍ଘଟଣାଗ୍ରସ୍ତ

(ଦୀପକ ମିଶ୍ର/ଉଦଳା): ମୟୁରଭଞ୍ଜ ଜିଲ୍ଲା ଉଦଳାରୁ ରୋହିତ ନାମକ ଏକ ଘରେଇ ବସ ପଶ୍ଚିମବଙ୍ଗର ପ୍ରବାସୀଙ୍କୁ ନେଇ ଛାଡିବା ପାଇଁ ଯାଇଥିବା ବେଳେ ପ୍ରବାସୀଙ୍କୁ ଛାଡି ଉଦଳା ଫେରୁଥିବା ବେଳେ ପୋଖରୀ ମୁଣ୍ଡକ୍ଷକୋଟା ଠାରେ ଟ୍ରକକୁ ପଛ ପଟୁ ପିଟିଥିଲା ଏଥିରେ ବସ ମାଲିକ ତଥା ଉଦଳାର ଯୁବ ସାମ୍ବାଦିକ କମଳାକାନ୍ତ ରଣା ଗୁରୁତର ହୋଇଛନ୍ତି । ତାଙ୍କୁ ସଙ୍ଗେ ସଙ୍ଗେ ବାରିପଦା ପି.ଆର.ଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସଂଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ମେଡିକାଲ ସ୍ଥାନାନ୍ତର କରାଯାଇଛି ।

Related posts

୧୧ ଓ ୧୨ ବର୍ଷା ସମ୍ଭାବନା; ୱାର୍ଣ୍ଣିଂ ଜାରି

mahabharatanews

ମହେନ୍ଦ୍ର ତନୟା ମହୋତ୍ସବ ୨୦୨୬ ଉଦଘାଟିତ

mahabharatanews

ଆସନ୍ତାକାଲିଠୁ ପ୍ରବଳ ବର୍ଷା : ୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

mahabharatanews